April 23, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023

ତା’ ଠିକଣା — କାଳିକିଙ୍କର ରଥ

ତା’ ଠିକଣା
********************
ତା ଠିକଣା ସୁବହ ଅପରାହ୍ନ
ପରିଚୟ କେ ଦିନୁ ନିଶ୍ଚିହ୍ନ
କା’ ନଜର ପଡ଼ିଲେ ଦୟାରେ
ଆହା ପଦେ ଦୁଇମୁଠା ଅନ୍ନ ।

ମାତୃଭୂମି କଅଣ ଜାଣେନା
କି କର୍ମର ଦଣ୍ଡ ଇଏ ସିନା
ସେ ନଖାଉ ମୁଁ ତ ଖାଉଛି
ଶୋଚ୍ ଭିନ୍ନ ଅଭିନ୍ନ ଯୋଜନା ।

ଚରଲଗା ଡିଣ୍ଡିମେ ତାମ୍ବଡା
ଶବ୍ଦଝଡା ଖୁସିର ପାଖୁଡା
ପ୍ରତିବେଶୀ ଭାବ ବହୁଦୂରେ
ଆଜି ନରପଶୁର ହାମ୍ ବଡା ।

କଳାମୁଖା କପଡା ସପନ
ମାଆ ଆଖି ଅସଂଖ୍ୟ ସୋପାନ
ମାଆ ବୁଜିଦେଲା ପରେ ଆଖି
ମତିଭ୍ରମା ଲଭେ ଏ ଜୀବନ ।

ଦୟାବାନ୍ ଏ ସାରା ଜଗତ
ଗୋଲାପୀ ଓଠରେ ହସ ସ୍ମିତ
ବାଟଭାଙ୍ଗି ଷଣ୍ଢ ଯାଏ ଚାଲି
ଶ୍ବାନ ନର ଯାନ ପରିଯନ୍ତ ।

ଶ୍ରେଷ୍ଠ ଜୀବ ନର ବୋଲି ଯାହା
ପ୍ରଚାର ସର୍ବସ୍ୱ ସର୍ବସ୍ବାହା
ସମାଜର ମାପକାଠି ହଜେ
ଅଧର୍ମରେ ଆଜି ସର୍ବଂସହା ।

କାଳିକିଙ୍କର ରଥ

Loading

2 thoughts on “ତା’ ଠିକଣା — କାଳିକିଙ୍କର ରଥ

  1. After watching it for a long time, I finally decided on this one. It has rich functions, especially the aeronautical ruler and calculation manual. Coordinates Hubei, only more than 400 kilometers away from the straight line of Shangqiu, but failed to collect waves on the first, third, and fifth floors. Finally, it was forced to collect waves on the eighth floor. I don’t know if it is because there are too many buildings in the city. A blue original leather strap is presented as a gift, and an installation tool is also included, which is why I chose to buy it here. I was worried about whether the watch would be broken if it was a precision machine by express delivery. After receiving it, I found that the watch was specially taken out and wrapped in an airbag, which was very intimate. I also want to thank Bull ** late night answer, thank Mario for patience step by step to apply for extended warranty!

Leave a Reply

Your email address will not be published. Required fields are marked *