*ପାଇକ ବଧୂ ର ଆବେଗ* *_________________* ଆବେଗର ଅକାତ ପାଣି ଏଠି, ଯେଉଁଠି ପାଇକ ବଧୂ ର ଅଣ୍ଟାଏ ଯାଏଁ ବେଦନାର ଲହଡ଼ି, ଯେଉଁଠି ପୁଣି ଦମ୍ଭ ଓ ଧର୍ଯ୍ୟର ସଂଘର୍ଷ। ଯେଉଁଠି ପୁଣି ଅଣ୍ଟା ସଳଖି ସବୁ ବେଦନା କୁ ଦଳି ମକଚି ଦେବାକୁ ହୁଏ। କୋହରେ ଉଛୁଳା ଛାତିକୁ ଢାଙ୍କି ଦେବାକୁ ହୁଏ କର୍ତ୍ତବ୍ୟ ଢାଙ୍କୁଣି
Read More
ରାଜପଥ ________________ ବିଜ୍ଞାନ ର ସେହି ବିଶାଳ କାୟାରେ କ୍ଷୁଦ୍ର ଲୋମବାଳ ଟିଏ ସାଜି ଅଙ୍କୁରିତ ହୁଏ ତାର ଚର୍ମକୁ ଚୁମ୍ବନ ଯେ କରି ଉନ୍ନତିର ନାମ ଭଜି। କଳା ପାଟ ଯୁକ୍ତ ଆବିଳ ତନୁରେ ଧୂଳି ମାଟିର ସ୍ନିଗ୍ଧ ଆବେଗ କୁ ଭରି ବକ୍ଷେ ଯାନବାହାନ ସମ୍ଭାରର ବିଷାକ୍ତ ଧୂଆଁ ଯେ ପୁଣି ବିଞ୍ଚି ଦିଏ ଯମ
Read More
*କଳଙ୍କ* *_________* ଅସୀମ ଆକାଶ ନୀଳ ବର୍ଣ୍ଣ ବେଶ କଳା ବଉଦ ବିନା କି ସୁନ୍ଦର? ଚନ୍ଦ୍ର ର ଶରୀରେ କଳା ଦାଗ ଛିଟା ପାଇଁ ଉଛୁଳି ପଡ଼ଇ ତାର ସୌନ୍ଦର୍ଯ୍ୟ କଳସୀ ର ଶିର। ଯେଉଁ ପ୍ରେମରେ ନଥାଏ ଅଭିମାନ ର କଳା ଛାଇ ପୁଣି ରାଗ,ଋଷା,ଝଗଡା ସେ ପ୍ରେମ ର ଗଳ୍ପ ଏକ ଛଳନା ଉପରେ
Read More