Nov
2020
18
କିଛି ଅଭିମାନର କାହାଣୀ — ଅର୍ପିତା ମିଶ୍ର
“କିଛି ଅଭିମାନର କାହାଣୀ” **** *** *** *** *** କିଛି ଅଭିମାନ ଦଳିଦେଲା ସେଦିନ ପାଦତଳେ ନିରସ୍ତ୍ର ଆଶା ର ଶରୀରକୁ, ଆଖି ବୁଜିବା ଆଗରୁ ଚେଷ୍ଟା କରିଥିଲା ପରିପ୍ରକାଶ କରିବାକୁ ନୀରବି ଯାଉଥିବା ଜିଭ କୋଣରୁ ନିଃଶ୍ବାସ ନେଉଥିବା କତିପୟ ଶବ୍ଦ । ପରାସ୍ତ ହୃଦୟ ସାଉଁଟି ଚାଲିଛି ଏବେ ବି ବିଞ୍ଚି ହୋଇପଡିଥିବା ଭଗ୍ନାବଶେଷ