Mar
2021
3
*ବିବାହ ପ୍ରହସନ — ଅରୂପ କୁମାର ବିଶ୍ବାଳ*
ବିବାହ ପ୍ରହସନ ବିବାହ ନାମରେ ଚାଲେ ପ୍ରହସନ ପ୍ରତିଯୋଗିତା କି ସତେ, ଚିକେନ ମଟନ ଭଳି ଭଳି ଖାଦ୍ୟ ଖାଇଥାନ୍ତି କିଏ କେତେ। ଆତସବାଜିରେ ଫାଟିପଡେ କାନ ବରଯାତ୍ରୀ ସାଜ୍ଜସଜା, ରଙ୍ଗବତୀ ଗୀତ ତାଳେ ତାଳେ ନୃତ୍ୟ ନାହିଁ ସେ ତେଲିଙ୍ଗି ବାଜା। ନାଲି ପାଣି ପିଇ ବରଯାତ୍ରୀ କେତେ ଘଟାଅନ୍ତି ଅଘଟଣ, ଝିମିଟି ଖେଳରୁ ମହାଭାରତ ଯେ