-: କାନ୍ଦୁଛି ଆଖି :- ଅଭିମନ୍ୟୁ ପ୍ରଧାନ ———————————— କଇଁ କଇଁ ହୋଇ କାନ୍ଦେ ଦୁଇ ଆଖି ରାସ୍ତା କଡରେ ଆଜି ପେଟ ଭୋକ ପାଇଁ ଡହଳ ବିକଳ ଅଳିଆ ଆବର୍ଜନା ରେ ଖୋଜି ।। କୋଳାହଳ ଆଜି ଗାଁ ଠୁ ସହର କଳକାରଖାନା ଖଞ୍ଜି ଚିହ୍ନା ରାସ୍ତା ଆଜି ଅଚିହ୍ନା ଲାଗୁଛି ଅର୍ଥ ପଛରେ
Read More
ପ୍ରଶ୍ନ ଅଭିମନ୍ୟୁ ପ୍ରଧାନ _____________________________________ ମୁଁ ଶିଶୁ ମନ୍ଦିର ରେ ପଢ଼ିଛି ମୁଁ ପାଇଭେଟ ସ୍କୁଲରେ ପଢ଼ିଛି ମୁଁ ଦଶମ ଶ୍ରେଣୀରେ ପଢ଼ିଛି ମୁଁ ସବୁ ପାଠ ଜାଣିଛି ମୁଁ ପରୀକ୍ଷା ଫଳ ଦେଖିଛି ମୋ ମାର୍କ କାହିଁ କମିଛି ।।୧।। ମୁଁ ଦେଖିଛି ସରକାରୀ ସ୍କୁଲ ପିଲାଙ୍କର ମାର୍କ କଣ ବଢିଛି ମୁଁ ୯୦% ପାଇବି
Read More
” ମୋ ଭାବନା ” ମନ ଅଟେ ଏକ ଚମତ୍କାର ଜାଗା ଭାବନା ଯହିଁରୁ ସୃଷ୍ଟି କିଏ କହେ ଏହା ଭାରି ସୁନ୍ଦର କାହା ପାଇଁ ଲୁହର ବୃଷ୍ଟି ।। ଏହି ଭାବନାର ଅର୍ଥ କେବେ ପ୍ରେମ କେବେ ଫୁଣି ପ୍ରତାରଣା ତଥାପି ମଣିଷ ଭାବୁଛି ଭାବିବ ସବୁ ଜାଣି ସେ ଅଜଣା ।। ଏହି ଭାବନା ଯେ
Read More