May
2022
29
ପ୍ରଭୁ ଅଖିଳେଶ୍ବର — ଅକ୍ଷୟ ମହାନ୍ତି
ପ୍ରଭୁ ଅଖିଳେଶ୍ବର ରାଜସ୍ଥାନେ ଏକ ମନ୍ଦିରଟେ ଅଛି ଅଖିଳେଶ୍ବର ତା ନାଆଁ ମହାଶିବଂକର ବାସସ୍ଥାନ ସିଏ ଶୁଣି ପାଟି ରହେ ଆଆଁ। ରାତି ପାହି ଗଲେ ସକାଳୁ ସକାଳୁ ଶିବ ଲିଙ୍ଗ ଦିଶେ ଲାଲ ଦିନ ଦି ପହରେ କମଳା ରଂଗରେ ରଂଗାୟିତ ହୁଏ ଭାଲ। ରାତି ହୋଇ