ପ୍ରିୟା ତୁମେ.. ତୁମେ..
_ମୁକ ପାଲଟି ଯାଅ ତୁମେ_
_ମୁକ ପାଲଟି ଯାଅ.._
_ଆଖିରେ ଈଶାରା ଦିଅ ତୁମେ_
_ଆଖିରେ ଈଶାରା ଦିଅ।_
_ଓଠକୁ ଚୁପ୍ କରି ହସି ଚାହଁ ତୁମେ_
_ଓଠକୁ ଚୁପ୍ କରି ହସି ଚାହଁ.._
_ସବୁ କଥାକୁ ମୋର କର ହଁ ତୁମେ_
_ସବୁ କଥାକୁ ମୋର କର ହଁ।_
_ହାତର ପରସ ଦିଅ ତୁମେ_
_ହାତର ପରସ ଦିଅ.._
_ମନେ ମନେ ପ୍ରତିମା ଗଢିନିଅ ତୁମେ_
_ମନେ ମନେ ପ୍ରତିମା ଗଢିନିଅ।_
_ମତେ ହୃଦେ ସାଇତି ରଖିଥାଅ ତୁମେ_
_ମତେ ହୃଦେ ସାଇତି ରଖିଥାଅ.._
_ମତେ କେବେ ଛାଡି ନ ଯାଅ ତୁମେ_
_ମତେ କେବେ ଛାଡି ନ ଯାଅ।_
_ମୁଁ ତୁମରି ପ୍ରିୟ ,ମୁଁ ତୁମରି ପ୍ରିୟ…_
_ତୁମେ ବୁଝିଯାଅ,ତୁମେ ବୁଝିଯାଅ।_
ତପନ କୁମାର ସ୍ୱାଇଁ
ଗଞ୍ଜାମ, ବୁଗୁଡା
57 total views, 1 views today