April 26, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023

*ପ୍ରେମ ନୁହଁ ପସନ୍ଦ– ଦୀପିକା ପେରେଇ*

**ପ୍ରେମ ନୁହଁ ପସନ୍ଦ….

ଗୋଲାପ!
ସେ ଦିନ ପରା ତୋ ଆଖି ସାମ୍ନାରେ
ନିଜ ଭୁଲ୍ ବୁଝି ପାରି ତୋ ବନ୍ଧୁ କହିଥିଲା_
ମୋ ପରି କଷ୍ଟ ଆଉ କାହାକୁ ନ ମିଳୁ

ସେ ବି ତୋ ପରି ଟିକେ ପ୍ରୀତି ସ୍ପର୍ଶ ପାଇଁ
ନିଜ ସାରା ଜୀବନ କୁ ଉତ୍ସର୍ଗ କରି ଦେଇ ଥିଲା
କାହା ହାତ ପାପୁଲି ରେ…

ଶେଷରେ ତାର ସବୁ ପ୍ରୀତି ରସ କୁ
ସୁଖେଇ ଦେଇ,ପ୍ରତ୍ୟେକ ଅଙ୍ଗ କୁ
ଛୋଟ ଛୋଟ କରି ଫିଙ୍ଗି ଦିଆଗଲା
ମ୍ୟୁନିସପାଲିଟି ର ଅଳିଆ ଗଦା ଡବାରେ

ଗୋଲାପ!ତୁ ଭାବୁ ତତେ ସବୁ ପ୍ରେମ କରନ୍ତି,
ହେଲେ ତୁ ଭୁଲ୍…
ତତେ ପ୍ରେମ ନୁହେଁ,ପସନ୍ଦ କରନ୍ତି…
ସେଥିପାଇଁ ତ ତତେ ଛିଡେଇ ଆଣି
ସବୁ ଦିନ ହସିବା ରୁ ମୁକ୍ତ କରିଦିଅନ୍ତି…

ଶେଷରେ ନିଜ ଆଖି ର ଭୋକ ମେଣ୍ଟାଇ
ଗୋଟି ଗୋଟି କରି ସବୁ ଅଙ୍ଗକୁ
ନିପାତ କରନ୍ତି ତୋ ଶରୀର ରୁ..,ହେଲେ
ତୁ ଭାବୁ ସେ ତତେ କଣ୍ଟା ମୁକ୍ତ କରୁଛନ୍ତି..

ଗୋଲାପ!…

 

ଦୀପିକା ପେରେଇ

Loading

2 thoughts on “*ପ୍ରେମ ନୁହଁ ପସନ୍ଦ– ଦୀପିକା ପେରେଇ*

  1. I do agree with all of the ideas you’ve presented in your post. They are really convincing and will definitely work. Still, the posts are very short for starters. Could you please extend them a bit from next time? Thanks for the post.

Leave a Reply to more details Cancel reply

Your email address will not be published. Required fields are marked *