ପକ୍ଷୀ ତୁ ଉଡ଼ିଯା..
——————-
ପବନ ଛାତିରେ ଡେଣା ବାଡେଇ
ଫଡ଼ ଫଡ଼ କରି ପକ୍ଷୀ ଉଡିଯିବ ବହୁଦୂର
ନୀଳ-ଆକାଶ ର ନିର୍ଜନାଲୋକେ
ବାନ୍ଧିବ ସେ ନିଡ଼ ନିଜର l
ନଥିବ ତହିଁ ମଣିଷ ର ପହଞ୍ଚ
ନଥିବ ବାରୂଦ ଗନ୍ଧ.
ଅପହଞ୍ଚ ଯହିଁ ବନ୍ଧୁକ ର ଶବ୍ଦ
ଅପହଞ୍ଚ ମୃତ୍ୟୁ ର ନାଦ l
ଆକାଶ ଟା ଯହିଁ ଗାଢ଼ ନୀଳ
ନୀଳ ନେଳେ ପାରାବାର
ତହିଁ ସୋଇଗଲେ ମୃତ୍ୟୁ ଶଯ୍ୟାରେ
ଆସେନା ଭୁବନେ ସେ ଖବର l
ଗୋଟିଏ ଚନ୍ଦ୍ର-ସୂର୍ଯ୍ୟ କୋଟିଏ ଲହୁରେ
ଲାଲ ରଙ୍ଗ ଧରେ ନୀତି
ଦୂର ଆକାଶ ରୁ ପକ୍ଷୀ ଦେଖେ ଯେବେ
ଝଲସି ଉଠେ ତା ଆଖି l
ଉଡିଯାରେ ପକ୍ଷୀ ଯେତେଦୂର ପାରୁ
ଯାଆ ଉଡି, ଯାଆ ଉଡି
ମଣିଷ ଆଖି ପଡିଲେ ଥରୁଟେ
ମାଟିକୁ ପଡ଼ିବୁ କାମୁଡି l
ମଣିଷ ଟା ଆଜି ରକ୍ତ ପିପାସୁ
ରକ୍ତମାଖେ, ରକ୍ତ ପିଏ
ତୁ କିଆଁ ବ୍ୟର୍ଥ ରେ ଭାବୁ
ତତେ ସିଏ ଭଲ ପାଏ l
✒️ମାନସ କୁମାର ସେନାପତି,
ବାଲେଶ୍ୱର,9178377061
I loved as much as you will receive carried out right here.
The sketch is tasteful, your authored subject matter stylish.
nonetheless, you command get bought an nervousness over that you wish be delivering the following.
unwell unquestionably come further formerly again as exactly the same nearly very often inside case
you shield this increase.
We stumbled over here by a different website and thought I might check things out.
I like what I see so i am just following you. Look forward to looking
over your web page for a second time.
For latest information you have to pay a visit web and on the web I found this web site
as a best website for hottest updates.
Hi there mates, its impressive paragraph regarding cultureand completely explained, keep it up all the time.
Howdy! I know this is somewhat off topic but I was wondering if you knew where I could get a
captcha plugin for my comment form? I’m using the same blog platform as yours and I’m having problems finding one?
Thanks a lot!
❤❤❤