October 01, 2023
11 11 11 AM
ଧୈର୍ଯ୍ୟ ତଥା ଦୃଢ଼ ମନୋବଳ ସବୁ ସଫଳତାର ମୁଖ୍ୟ କାରଣ ହୋଇଥାଏ ବୋଲି ଭଉଣୀ ନିକଟକୁ ପତ୍ର – ରୁଦ୍ର ନାରାୟଣ ଦାଶ
*ବୁଢାଶଙ୍ଖାରି ଏକ ଦୁଃଖଦ କାହାଣୀ- ଜୟଶ୍ରୀ ଖଟୁଆ*
*ବୁଢ଼ାଶଙ୍ଖାରି ଏକ ଅଦେଖା ପ୍ରେମର ଉଛ୍ୱାସ–ଲକ୍ଷ୍ମୀପ୍ରିୟା ବେହେରା*
*”ବୁଢ଼ାଶଙ୍ଖାରି” ,ଅନାବିଳ ବାତ୍ସଲ୍ୟ ପ୍ରେମର ଅନନ୍ୟ ଉଦାହରଣ- ଲିଜାରାଣୀ ପ୍ରଧାନ*
*କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ “ବୁଢ଼ା ଶଙ୍ଖାରି” ରେ ସମ୍ପର୍କ ର ମୂଲ୍ୟବୋଧ-ଦୀପାଳି ମେହେର*
*”ବୁଢ଼ା ଶଙ୍ଖାରି” ଏକ ଆଲୋଚନା –ସବିତା ପଟ୍ଟନାୟକ*
ସୂର୍ଯ୍ୟୋଦୟ ଯୁବ ସାରସ୍ଵତ ସମାବେଶ ଆୟୋଜିତ
Allusion Of Amble – Manoj Kumar Panda
Allusions Of Finitely Infinite – Manoj Kumar Panda 
ALLUSIONS OF THE MESSAGES – Manoj Kumar Panda 
Allusions Of My Last Day – Manoj Kumar Panda 
ALLUSIONS OF BLOWN LIFE – Manoj Kumar Panda 
ALLUSIONS OF THE SOUL – Manoj Kumar Panda 
ALLUSIONS OF SILENCE KISSES- Manoj Kumar Panda 
Allusions of Volatility – Manoj Kumar Panda 
Allusions of hedonism – Manoj Kumar Panda
*ବୁଢ଼ା ଶଙ୍ଖାରି ଗଳ୍ପର ମାର୍ମିକ ଦୃଷ୍ଟିଭଙ୍ଗୀ–ଲକ୍ଷ୍ମୀପ୍ରିୟା ସେଠୀ*
*ବୁଢାଶଙ୍ଖାରି ଗଳ୍ପରେ ଗ୍ରାମଭୂମିର ଝଲକ–ରୁଦ୍ର ନାରାୟଣ ଦାଶ*
*କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ବୁଢ଼ା ଶଙ୍ଖାରି ଏକ ଭାବପ୍ରବଣତାର ଏକ ଶାଶ୍ଵତ ନିଦର୍ଶନ- ଶିବ ସେଠୀ**
କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ବୁଢ଼ା ଶଙ୍ଖାରି ଏକ ଗଦ୍ୟାନୁପ୍ରାସ- ଜୀବନ ପ୍ରଦୀପ ପ୍ରଧାନ
Latest Post
ଧୈର୍ଯ୍ୟ ତଥା ଦୃଢ଼ ମନୋବଳ ସବୁ ସଫଳତାର ମୁଖ୍ୟ କାରଣ ହୋଇଥାଏ ବୋଲି ଭଉଣୀ ନିକଟକୁ ପତ୍ର – ରୁଦ୍ର ନାରାୟଣ ଦାଶ *ବୁଢାଶଙ୍ଖାରି ଏକ ଦୁଃଖଦ କାହାଣୀ- ଜୟଶ୍ରୀ ଖଟୁଆ* *ବୁଢ଼ାଶଙ୍ଖାରି ଏକ ଅଦେଖା ପ୍ରେମର ଉଛ୍ୱାସ–ଲକ୍ଷ୍ମୀପ୍ରିୟା ବେହେରା* *”ବୁଢ଼ାଶଙ୍ଖାରି” ,ଅନାବିଳ ବାତ୍ସଲ୍ୟ ପ୍ରେମର ଅନନ୍ୟ ଉଦାହରଣ- ଲିଜାରାଣୀ ପ୍ରଧାନ* *କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ “ବୁଢ଼ା ଶଙ୍ଖାରି” ରେ ସମ୍ପର୍କ ର ମୂଲ୍ୟବୋଧ-ଦୀପାଳି ମେହେର* *”ବୁଢ଼ା ଶଙ୍ଖାରି” ଏକ ଆଲୋଚନା –ସବିତା ପଟ୍ଟନାୟକ* ସୂର୍ଯ୍ୟୋଦୟ ଯୁବ ସାରସ୍ଵତ ସମାବେଶ ଆୟୋଜିତ Allusion Of Amble – Manoj Kumar Panda Allusions Of Finitely Infinite – Manoj Kumar Panda  ALLUSIONS OF THE MESSAGES – Manoj Kumar Panda  Allusions Of My Last Day – Manoj Kumar Panda  ALLUSIONS OF BLOWN LIFE – Manoj Kumar Panda  ALLUSIONS OF THE SOUL – Manoj Kumar Panda  ALLUSIONS OF SILENCE KISSES- Manoj Kumar Panda  Allusions of Volatility – Manoj Kumar Panda  Allusions of hedonism – Manoj Kumar Panda *ବୁଢ଼ା ଶଙ୍ଖାରି ଗଳ୍ପର ମାର୍ମିକ ଦୃଷ୍ଟିଭଙ୍ଗୀ–ଲକ୍ଷ୍ମୀପ୍ରିୟା ସେଠୀ* *ବୁଢାଶଙ୍ଖାରି ଗଳ୍ପରେ ଗ୍ରାମଭୂମିର ଝଲକ–ରୁଦ୍ର ନାରାୟଣ ଦାଶ* *କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ବୁଢ଼ା ଶଙ୍ଖାରି ଏକ ଭାବପ୍ରବଣତାର ଏକ ଶାଶ୍ଵତ ନିଦର୍ଶନ- ଶିବ ସେଠୀ** କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ବୁଢ଼ା ଶଙ୍ଖାରି ଏକ ଗଦ୍ୟାନୁପ୍ରାସ- ଜୀବନ ପ୍ରଦୀପ ପ୍ରଧାନ

*ଫରକ୍–କାହ୍ନୁ ଚରଣ ସାହୁ*

*ଫରକ୍*

ଚିହ୍ନା ଲାଗିଲ
ମନେ ହେଲା କାହିଁକି କେଜାଣି
କେତେ ଯୁଗରୁ ତମ ସାଥିରେ ମୋର
ବାକି ଅଛି ଅନେକ ହିସାବ ।

ପ୍ରଥମ ଦେଖା
ଆଖିରେ ଆଖିରେ
ହଠାତ୍ ଦିନେ ପାଇଗଲି
ତୁମକୁ ମୋ ଘର ସାମ୍ନା ଗଳିରେ !

ଦେଖି ହସିଲ,
ତମ ହଳେ ଆଖି
କିଛି କହିବାକୁ ଚାହୁଁ ଥିଲା,
ହେଲେ ତମେ ଫେରେଇ ନେଲ
ଦୂରେଇ ଯାଇ ଦୁଇ ତିନି ଥର
କଣେଇ କଣେଇ ଚାହିଁଲ ।

ଚାହିଁବାର କିଛି କ୍ଷଣପରେ
ଶ୍ରାବଣର ଫୁଲେଇ ନଈ
ମୋ ଆଖି କୋଣରୁ
ଆହୁରି ଫୁଲେଇ ହେବାକୁ ଲାଗିଲା
ଅତୀତର ସ୍ମୃତିକୁ ଜାବୁଡି ଧରି ।

ତମ ସହ ବିତିଥିଲା
ଦୀର୍ଘ ଦୁଇ ବର୍ଷ ଆୟୁଷ,
ଶୁଖିଲା ମନକୁ ବସନ୍ତର ବାସ୍ନାରେ
ଫଗୁଣର ଜ୍ୟୋସ୍ନାରେ
ବତୁରେଇବାର ନିଶାରେ
ସେଦିନ ମାଗିଥିଲି ଆଞ୍ଜୁଳାଏ ହସ,
ହେଲେ ପାଇଲି
ଆଞ୍ଜୁଳେ ବଦଳରେ ସମୁଦ୍ରେ ଲୁହ ।

ଦେଖିବାକୁ ଚାହିଁ ଥିଲି
ତୁମରି ଆଖିରେ ହଜାରେ ସପନ,
ସେପାଇଁ ଶୃଗାଳ ପରି ମାଗି ବସିଲି
ମଲ୍ଲୀଫୁଲ ଶେଜ ଆଉ କିଛି ଚିହ୍ନା ରାତି ।
ସେବେଠୁ ସୂତ୍ରପାତ
ମୋ ହୃଦୟରେ ତୃତୀୟ ବିଶ୍ୱ ଯୁଦ୍ଧ
ବଞ୍ଚୁଥିବା ଠିକଣା ହାଯିବା ଯାଏଁ ।

ନିଜର ଭାବି କିଛି ମାଗିଲି
ତମ ନାଆଁ ରେ ମୋ ନାଆଁ ଯୋଡିବାକୁ,
ତମେ ସଜ ହେଲ ହିସାବ ଖାତା ଧରି
ମୋ ଜୀବନ ଜ୍ୟାମିତିର ଗଣତିରେ ।
ଗଣତି ସରିଲା, କେବେ ମୋତେ
ତମର ବୋଲି କହୁଥିବା
ଗୋଲାପୀ ଓଠରୁ ଶୁଣିବାକୁ ପାଇଲି
ଅନେକ ଫରକ୍ ତମ ଆଉ ମୋ ପରିବାର ଭିତରେ ।

କାହ୍ନୁ ଚରଣ ସାହୁ
ପଣ୍ଡକାମାଳ, ମ.ରାମପୁର, କଳାହାଣ୍ଡି

Loading

Leave a Reply

Your email address will not be published. Required fields are marked *