//ସଂଜ୍ଞାହୀନ ଜୀବନ//
–ସ୍ରୋତସ୍ବିନୀ ପରିଡା
ଥରେ କେବେ ବିଞ୍ଚି ଦିଅନା
ଆଶା ସବୁକୁ , ମନ ଅଗଣାରେ
କେତେ ସ୍ଥାନ ଅଧିକାର କରୁଛି
ଟିପିରଖ ତା’ର କ୍ଷେତ୍ରଫଳ
ମନ କଲମ, ଆଉ ହୃଦୟ କାଗଜରେ।
ଦରପୋଡା ସ୍ମୃତି ସବୁ
ଜୀଵନ ଚୁଲିର ଅସ୍ତବ୍ୟସ୍ତ ନିଆଁ ରେ
ଆଜି ବି ଅସିଝା
ଟିକେ ଲେଉଟେଇ ଦିଅନା ତାକୁ ପାଉ ଟିକିଏ ଉତ୍ତାପ।
ତେଜି କି ଉଠିବ ଆଉ ସାୟାହ୍ନରେ ଜୀଵନ
ମଫସଲି ଲଣ୍ଠନର ଧିମା ଆଲୁଅ ପରି
ଯାହା ମିଞ୍ଜି ମିଞ୍ଜି ଜଳୁଅଛି
ବହୁ କଷ୍ଟରେ କୁହୁଳା ନିଆଁ ପରି,
ନା ସେ,
ଆଉ ବୋଧେ ତେଜିବନି!
ଆକାଂକ୍ଷା ଟା ବାରମାସି ଭାରି ଫୁଲେଇ
ଦୁଆର ମୁହଁରେ ସେମିତି ବସିଛି ମନମାରି
ଇଚ୍ଛା ହେଲେ କାନ୍ଦୁଛି
ଆଉ ପୁଣି ଟିକିଏ ହସୁଛି
ସେ ସତରେ ଗୋଟିଏ ଅଲାଜୁକି
ତାହା ନୁହେଁ ତ ଆଉ କଣ।
ଛାତିକୁ ପଥର କରିବା
ମନରେ ମହମ ଭରି ଜଳିବା
ପବନ ଆସିଲେ ଜକେଇ ପଡିବା
ଏସବୁ କଉଠୁ ଶିଖିଲା କେଜାଣି…
ସହି ସହି ଦିହ ଶୋହା ହୋଇଗଲାଣୀ ତା’ର
ତାକୁ କିଛି ବାଧୁନି ମ
ଡର,ଭୟ ଛାଡି ସେ ଅଣ୍ଟା କୁ ଭିଡ଼ି
ଚାଲିଛି ଶେଷ ତୃଷ୍ଣା ପାଇଁ
ମୃତ୍ୟୁ ର ସେହି ନୀଳ ଦରିଆ କୂଳେ କୂଳେ।
–ସ୍ରୋତସ୍ବିନୀ ପରିଡା
This info is priceless. Where can I find out more?
Aw, this was a very good post. Taking a few minutes and actual effort to create a good
article… but what can I say… I hesitate a whole lot and never manage
to get nearly anything done.
WOW just what I was looking for. Came here by searching for website
I have been exploring for a little for any high-quality articles or
blog posts on this sort of space . Exploring in Yahoo I finally
stumbled upon this website. Reading this information So i am satisfied to show that I have
an incredibly just right uncanny feeling I came upon just what I
needed. I so much definitely will make sure to don?t overlook this website and give it
a glance regularly.
I know this site offers quality depending articles
or reviews and extra information, is there any other web site which
offers these information in quality?
Hello there! Would you mind iff I share your blog with my twitter group?
There’s a lot of people that I think would really appreciate your content.Please let
me know.Thanks!
Way cool! Some very valid points! I appreciate
you penning this post and the rest of the website is also really good.