*ଧନ୍ୟବାଦ କରୋନା*
ଧନ୍ୟବାଦ କରୋନା
ଏ ବର୍ଷଟା ଭଲରେ ବିତିଲା |
ଷ୍ଟାଣ୍ଡାର୍ଡ ୱାନ ପିଲାଙ୍କର ଗ୍ରେଡ଼ ପାଇଁ
ମାଆମାନଙ୍କ ଭିତରେ ଥିବା କମ୍ପିଟେସନରେ
ଲଗାମ ଲାଗିଲା |
ବସ୍ତାନୀର ବୋଝରୁ ପିଲାଟି ଉଠି
ଅଣ୍ଟା ସଳଖିଲା,
ଦି ଘଡି ଶାନ୍ତିରେ ଶୋଇଲା |
ବାପା ମାଆଙ୍କ ପାଖରେ
ଦୟାରେ ନୁହେଁ ଭୟରେ
ଚାକିରିଆ ପୁଅ ରହୁଥିଲା |
ମାସ ମାସ ଧରି କଥା ହେଇପାରୁନଥିବା
ସ୍ୱାମୀ ସ୍ତ୍ରୀଙ୍କୁ ହସିବାକୁ
ଫୁରସତ ମିଳିଲା,
ଜହ୍ନ ତୋଳି ଆଣିବାରେ ପ୍ରଚେଷ୍ଟାରେ
ଅହରହ ଦୌଡୁଥିବା ଆଇ ଟି ପିଲା
ଅନେକଦିନ ପରେ ଛାତରୁ
ଜହ୍ନ ଦେଖୁଥିଲା,
ଚାନ୍ଦିନୀ ରାତିରେ କ୍ୟାରମ ଖେଳୁଥିଲା,
ୱାର୍କ ଫ୍ରମ ହୋମ କରୁଥିଲା |
ଜୋମାଟୋରୁ ଧଡାଧଡ ଅଡର କରି
ପିଜ୍ଜା, ଟାକୋ ଖାଇ ବଞ୍ଚୁଥିବା ଝିଅ
ଇଉ ଟିୟୁବ ଦେଖି
ନୂଆ ନୂଆ ରୋଷେଇ ଶିଖିଲା ।
ଧନ୍ୟବାଦ କରୋନା
ଏ ବର୍ଷଟା ଭଲରେ ବିତିଲା |
ମାଟି, ପାଣି, ଆକାଶକୁ
ବିଶ୍ରାମ ମିଳିଲା |
ରାସ୍ତା ଘାଟ, ବେଳାଭୂମି,
ନଦୀ, ସମୁଦ୍ର, ମନ୍ଦିର
ବିନା ସରକାରୀ ସାହାଯ୍ୟର
ପରିସ୍କାର ହେଲା |
କିଟି, କ୍ଲବ, ସପିଙ୍ଗ, ସିନେମା
ବାହା, ବ୍ରତ, ମରାଘର ଅଯଥା ଖର୍ଚ୍ଚରୁ
ମଣିଷ ବଞ୍ଚିଲା |
ଦୁର୍ଗାପୂଜା ଭସାଣିରେ
ଡିଜେର ସେ କାନଫଟା ଶବ୍ଦ,
ଟ୍ରାଫିକ ଜାମରୁ
ମଣିଷକୁ ନିସ୍ତାର ମିଳିଲା |
ଧନ୍ୟବାଦ କରୋନା
ଏ ବର୍ଷଟା ଭଲରେ ବିତିଲା |
ବରୋଦା, ଗୁଜରାଟ |
A big thank you for your post.Thanks Again. Much obliged.
Muchos Gracias for your blog post.Really looking forward to read more. Fantastic.
Im grateful for the blog.Thanks Again. Really Great.
Thanks-a-mundo for the post.Really thank you! Keep writing.
Hey, thanks for the blog article.Really looking forward to read more. Great.
excellent points altogether, you just gained anew reader. What may you suggest in regardsto your post that you just made some days ago? Any positive?
I dugg some of you post as I thought they were very useful extremely helpful
Really informative blog post.Really looking forward to read more. Great.
Thanks-a-mundo for the blog.Really looking forward to read more. Really Cool.
Wow loads of terrific tips! dangers of kratom
Greetings! Very helpful advice within this article! It is the little changes which will make the most significant changes. Thanks for sharing!
Thanks for sharing, this is a fantastic blog. Want more.
I blog often and I genuinely appreciate your information. This great article has really peaked my interest. I’m going to book mark your blog and keep checking for new information about once per week. I subscribed to your Feed as well.
Wow that was odd. I just wrote an very long comment but after I clicked submit my comment didn’t appear.Grrrr… well I’m not writing all that over again. Regardless, justwanted to say excellent blog!