ଦିବ୍ୟରୂପା ସାବିତ୍ରୀ
ଡ଼ ଲଷ୍ମୀକାନ୍ତ ଦାଶ
*************************
ତୁମେ ହିଁ ପ୍ରକୃତି ଆଲ୍ଲାଦିନୀ ଶକ୍ତି
ସାବିତ୍ରୀ ରୂପେ ପ୍ରକାଶ
ଲୌକିକ ବାସନା ଲୁପ୍ତ ତୁମ ପାଶେ
ବିଶ୍ୱାସ ଭକ୍ତି ମାନସ (1)
ନାରୀର ବୈଶିଷ୍ଟ୍ୟ ଉଦଭିନ୍ନ ହୁଅଇ
ପରିପୂର୍ଣ୍ଣା ସୁହାଗିନୀ
ଅତି ଯତନରେ ସାଧିଛ ଜୀବନେ
ପତିବ୍ରତା ନାରାୟଣୀ (2)
ସମର୍ପଣ ଭାବ ନିଷ୍ଠାର ସମ୍ଭାର
ନିସ୍ଵାର୍ଥର ମନ ନେଇ
ପ୍ରେମ, ଭକ୍ତି, ଶ୍ରଦ୍ଧା ବୈଭବ ଅଟଇ
ତ୍ୟାଗ ଭାବାପନ୍ନ ହୋଇ (3)
ଶକ୍ତିଶାଳୀ ବର ସାଧିଅଛ ତୁମେ
ଐଶରୀୟ ଗୁଣ ନେଇ
ସାଧିବାକୁ ତୁମେ ନୈଶଗ୍ରିକ ପ୍ରେମ
ଜୀବନ୍ତ ଦର୍ଶନ ପାଇ (4)
ତୁମେ ଅଟ ସ୍ୱାଧୀ ଜୀବନର ବନ୍ଧୁ
କୁଂକୁମର ଟିକା ନେଇ
ଜୀବେଶ୍ୱରୀ ହୋଇ ଜୀବପତ୍ନୀ ସମ
ପ୍ରୀତିଭରେ ପ୍ରୀତି ଦେଇ (5)
ପତିର ଆୟୁଷ ତୁମ ହାତେ ବନ୍ଧା
ରୂପ ଗୁଣେ ମହାସତୀ
ତୁମରି ବଚନ ବଜ୍ରଠାରୁ ବଜ୍ର
ହୁଅ ତୁମେ ଶକ୍ତିମତୀ (6)
ଦିବ୍ୟଚେତନାର ଅପରୂପା ଜ୍ୟୋତି
ନିର୍ଝରିଣୀ ସ୍ୱସ୍ତିଧାରା
ମୃତ୍ୟୁର ସମୀପେ ତୁମେ ସତ୍ୟ ବନ୍ନି
ଅହ୍ୟ ନାରୀ ବିଶ୍ୱସାରା (7)
ବି. ଦ୍ର -ଜୀବେଶ୍ୱରୀ- ପ୍ରାଣପ୍ରିୟା
ଜୀବପତ୍ନୀ – ସଧବା
ଡ଼ ଲଷ୍ମୀକାନ୍ତ ଦାଶ
This is one awesome post.Much thanks again. Really Great.
Thanks so much for the post.Really looking forward to read more. Fantastic.
I think this is a real great article.Really thank you! Awesome.
wow, awesome blog.Really looking forward to read more. Really Great.
Great blog.Really thank you! Want more.
Im obliged for the article.Much thanks again. Really Great.
Hi my loved one! I wish to say that this post is awesome, great written and includeapproximately all significant infos. I would like to look extra postslike this .
Hey, thanks for the article post.Really looking forward to read more. Really Cool.
Normally I don’t learn article on blogs, however I would liketo say that this write-up very compelled me to try and do it!Your writing taste has been amazed me. Thanks, quite great article.
A round of applause for your blog. Cool.
I will right away grab your rss as I can not find your e-mail subscription link or newsletter service.Do you have any? Kindly let me know in order that I may just subscribe.Thanks.