February 04, 2023
11 11 11 AM
ତୁ –  ମନୋଜ କୁମାର ଦାସ
ହେ ଲାବଣ୍ୟବତୀ ପରୀ – ପ୍ରସନ୍ନ କୁମାର ମେହେର
ସ୍ବାର୍ଥୀମଣିଷ – ସରୋଜ କୁମାର ସାହୁ
ଅମଳିନ ପଦଚିହ୍ନ – ନୀହାରିକା ପଣ୍ଡା 
ଭାବର୍ ଡୋର୍ – ଅଭୟ ସରାପ୍
ଯେସାକୁ ତେସା – ଭାସ୍କର ରାଉତ
ନଟବର କ’ଣ ଖବର – ଜୁମର ନାଥ ପାତ୍ର
ବାହା ଘର ନୁଆଁ ନୁଆଁ – ଜୟ କୁମାର ମିଶ୍ର
ଅଳସ ଆଖିରେ ଭିଜା ସପନ – ଶ୍ରୀ ଭରତବନ୍ଧୁ ବିଶ୍ୱାଳ 
ଶିଶିର ବିନ୍ଦୁ – ଡଃ ପ୍ରିୟମ୍ବଦା ସାମଲ
ସପ୍ତସ୍ୱରରେ ଜୀବନ-ଲକ୍ଷ୍ମୀପ୍ରିୟା ସେଠୀ
ହୃଦୟର ଗୀତି-ଜୟଶ୍ରୀ ଖଟୁଆ
ସାଧାରଣତନ୍ତ୍ର ଦିବସ-ସୁଶ୍ରୀ ଶୁଭସ୍ମିତା ମହାନ୍ତି
ସରସ୍ୱତୀ ଜଣାଣ-ଭୃଗୁଶାସ୍ତ୍ର ବିଶାରଦ ପଣ୍ଡିତ ସୁଧାଂଶୁ କୁମାର ତ୍ରିପାଠୀ (ଶର୍ମା)
ବାକ୍ୟ ଦେବୀ ସରସ୍ଵତୀ-ଉର୍ମିଳା ଗଉଡ଼
ଭିନ୍ନ ପରିଭାଷା-ଜୀବନ ପ୍ରଦୀପ ପ୍ରଧାନ
ଦରଦି_ଦରଦ – ସୁମିତ୍ରା ନାୟକ 
ସ୍ମୃତି – ସୁମିତ୍ରା ନାୟକ 
ଭାବନାର ଭଗ୍ନ କାନ୍ଥ – ସୁମିତ୍ରା ନାୟକ 
କୁହୁକ କୁହାଟ  – ସୁମିତ୍ରା ନାୟକ 
Latest Post
ତୁ –  ମନୋଜ କୁମାର ଦାସ ହେ ଲାବଣ୍ୟବତୀ ପରୀ – ପ୍ରସନ୍ନ କୁମାର ମେହେର ସ୍ବାର୍ଥୀମଣିଷ – ସରୋଜ କୁମାର ସାହୁ ଅମଳିନ ପଦଚିହ୍ନ – ନୀହାରିକା ପଣ୍ଡା  ଭାବର୍ ଡୋର୍ – ଅଭୟ ସରାପ୍ ଯେସାକୁ ତେସା – ଭାସ୍କର ରାଉତ ନଟବର କ’ଣ ଖବର – ଜୁମର ନାଥ ପାତ୍ର ବାହା ଘର ନୁଆଁ ନୁଆଁ – ଜୟ କୁମାର ମିଶ୍ର ଅଳସ ଆଖିରେ ଭିଜା ସପନ – ଶ୍ରୀ ଭରତବନ୍ଧୁ ବିଶ୍ୱାଳ  ଶିଶିର ବିନ୍ଦୁ – ଡଃ ପ୍ରିୟମ୍ବଦା ସାମଲ ସପ୍ତସ୍ୱରରେ ଜୀବନ-ଲକ୍ଷ୍ମୀପ୍ରିୟା ସେଠୀ ହୃଦୟର ଗୀତି-ଜୟଶ୍ରୀ ଖଟୁଆ ସାଧାରଣତନ୍ତ୍ର ଦିବସ-ସୁଶ୍ରୀ ଶୁଭସ୍ମିତା ମହାନ୍ତି ସରସ୍ୱତୀ ଜଣାଣ-ଭୃଗୁଶାସ୍ତ୍ର ବିଶାରଦ ପଣ୍ଡିତ ସୁଧାଂଶୁ କୁମାର ତ୍ରିପାଠୀ (ଶର୍ମା) ବାକ୍ୟ ଦେବୀ ସରସ୍ଵତୀ-ଉର୍ମିଳା ଗଉଡ଼ ଭିନ୍ନ ପରିଭାଷା-ଜୀବନ ପ୍ରଦୀପ ପ୍ରଧାନ ଦରଦି_ଦରଦ – ସୁମିତ୍ରା ନାୟକ  ସ୍ମୃତି – ସୁମିତ୍ରା ନାୟକ  ଭାବନାର ଭଗ୍ନ କାନ୍ଥ – ସୁମିତ୍ରା ନାୟକ  କୁହୁକ କୁହାଟ  – ସୁମିତ୍ରା ନାୟକ 

ଦିବ୍ୟରୂପା ସାବିତ୍ରୀ – ଡ଼ ଲଷ୍ମୀକାନ୍ତ ଦାଶ

ଦିବ୍ୟରୂପା ସାବିତ୍ରୀ

ଡ଼ ଲଷ୍ମୀକାନ୍ତ ଦାଶ

*************************

ତୁମେ ହିଁ ପ୍ରକୃତି ଆଲ୍ଲାଦିନୀ ଶକ୍ତି
ସାବିତ୍ରୀ ରୂପେ ପ୍ରକାଶ
ଲୌକିକ ବାସନା ଲୁପ୍ତ ତୁମ ପାଶେ
ବିଶ୍ୱାସ ଭକ୍ତି ମାନସ (1)

ନାରୀର ବୈଶିଷ୍ଟ୍ୟ ଉଦଭିନ୍ନ ହୁଅଇ
ପରିପୂର୍ଣ୍ଣା ସୁହାଗିନୀ
ଅତି ଯତନରେ ସାଧିଛ ଜୀବନେ
ପତିବ୍ରତା ନାରାୟଣୀ (2)

ସମର୍ପଣ ଭାବ ନିଷ୍ଠାର ସମ୍ଭାର
ନିସ୍ଵାର୍ଥର ମନ ନେଇ
ପ୍ରେମ, ଭକ୍ତି, ଶ୍ରଦ୍ଧା ବୈଭବ ଅଟଇ
ତ୍ୟାଗ ଭାବାପନ୍ନ ହୋଇ (3)

ଶକ୍ତିଶାଳୀ ବର ସାଧିଅଛ ତୁମେ
ଐଶରୀୟ ଗୁଣ ନେଇ
ସାଧିବାକୁ ତୁମେ ନୈଶଗ୍ରିକ ପ୍ରେମ
ଜୀବନ୍ତ ଦର୍ଶନ ପାଇ (4)

ତୁମେ ଅଟ ସ୍ୱାଧୀ ଜୀବନର ବନ୍ଧୁ
କୁଂକୁମର ଟିକା ନେଇ
ଜୀବେଶ୍ୱରୀ ହୋଇ ଜୀବପତ୍ନୀ ସମ
ପ୍ରୀତିଭରେ ପ୍ରୀତି ଦେଇ (5)

ପତିର ଆୟୁଷ ତୁମ ହାତେ ବନ୍ଧା
ରୂପ ଗୁଣେ ମହାସତୀ
ତୁମରି ବଚନ ବଜ୍ରଠାରୁ ବଜ୍ର
ହୁଅ ତୁମେ ଶକ୍ତିମତୀ (6)

ଦିବ୍ୟଚେତନାର ଅପରୂପା ଜ୍ୟୋତି
ନିର୍ଝରିଣୀ ସ୍ୱସ୍ତିଧାରା
ମୃତ୍ୟୁର ସମୀପେ ତୁମେ ସତ୍ୟ ବନ୍ନି
ଅହ୍ୟ ନାରୀ ବିଶ୍ୱସାରା (7)

ବି. ଦ୍ର -ଜୀବେଶ୍ୱରୀ- ପ୍ରାଣପ୍ରିୟା
ଜୀବପତ୍ନୀ – ସଧବା

ଡ଼ ଲଷ୍ମୀକାନ୍ତ ଦାଶ

 594 total views,  1 views today

11 thoughts on “ଦିବ୍ୟରୂପା ସାବିତ୍ରୀ – ଡ଼ ଲଷ୍ମୀକାନ୍ତ ଦାଶ

  1. Hi my loved one! I wish to say that this post is awesome, great written and includeapproximately all significant infos. I would like to look extra postslike this .

  2. Normally I don’t learn article on blogs, however I would liketo say that this write-up very compelled me to try and do it!Your writing taste has been amazed me. Thanks, quite great article.

  3. I will right away grab your rss as I can not find your e-mail subscription link or newsletter service.Do you have any? Kindly let me know in order that I may just subscribe.Thanks.

Leave a Reply

Your email address will not be published. Required fields are marked *