**ଜୀବେ ଦୟା କର**
ଜାନକୀ ମହାନ୍ତ
ମାନବ ଜୀବନ ଦୁର୍ଲ୍ଲଭ ଜନମ
ଦେବ ପ୍ରିୟ ଏ’ ଜନମ,
ଚଉରା’ଶି ଲକ୍ଷ ଯୋନିପରେ ନର
ପାଏ ଏ’ମାନବ ଜନ୍ମ ।।
ପଶୁପକ୍ଷୀ କୀଟ ପତଙ୍ଗ ଉଦ୍ଭିଦ
ଚରାଚର ସରୀସୃପ,
ସୃଷ୍ଟି ଶ୍ରେଷ୍ଠ ପ୍ରାଣୀ ଭାବେ ପରିଚିତ
ଉନ୍ନତ ନର ମସ୍ତିଷ୍କ ।।
ବୁଦ୍ଧି ବିଦ୍ୟା ଗୁଣ ତା’ ଉଚ୍ଚ କୋଟୀର
ଦ୍ୱିତୀୟ ବ୍ରହ୍ମା ମାନବ,
ନିଜ ଜ୍ଞାନ ବଳେ ଉଦ୍ଭାବନ କରେ
ତେଣୁ ସେ ସଂସାରେ ଖ୍ୟାତ।।
କାର୍ତ୍ତିକ ମାସରେ ପାଳିତ ସାତ୍ତ୍ୱିକ
ଭୋଜନ ଯେ’ ନିରାମିଷ,
ହବିଷ ଅନ୍ନ ଯେ ଆହାର କରେ ସେ
ପଞ୍ଚୁକ ପାଳି ହରଷ ।।
ଦାନ ଧର୍ମ ତୀର୍ଥ ମନ୍ଦିର ଦର୍ଶନ
ତୁଳସୀ କରି ପୂଜନ,
ରଙ୍ଗ ବେରଙ୍ଗର ମୁରୁଜରେ ଆଙ୍କେ
ଚିତ୍ରପଟ୍ଟ ଶ୍ୟାମଘନ ।।
କାର୍ତ୍ତିକ ବ୍ରତର ପରେ ଏହା କୁହ
କି ଅନ୍ୟାୟ ବ୍ୟଭିଚାର?
ଛାଡ଼ ଖାଇ ନାମେ ପଶୁପକ୍ଷୀ ବଧ
ଅମାନବୀୟ ଅତ୍ୟାଚାର ।।
ବିଚରା ନିଷ୍ପାପ ପଶୁପକ୍ଷୀ ଦୋଷ
କଲେ କ’ଣ ନର କୁହ?
ଆମିଷ ଭକ୍ଷଣ ନିମନ୍ତେ ନୃଶଂସ
ପଶୁପକ୍ଷୀ କରି ନାଶ ।।
ଏହା କଣ୍ ନୁହେଁ କି ପାପ ହେ ନର
ଜିହ୍ୱା ଲାଳସାରେ ଆମ,
ଭୂଲି ଗଲେ ଦୟା କ୍ଷମା ଧର୍ମ ନ୍ୟାୟ
ପଶୁ ଦୟା ପୂଣ୍ୟ କାମ ।।
ଯଦି ବର୍ଷ ସାରା ହୁଏ କାର୍ତ୍ତିକ ତ
ରହନ୍ତା ଏ’ ଧର୍ମ ପରା,
ପଶୁପକ୍ଷୀ ସହ ସ୍ନେହ ଶ୍ରଦ୍ଧା ଦିଅ
ହେବ ସରଗ ଏ’ ଧରା ।।
ରହନ୍ତା ନି କାମ ବାସନା ଲାଳସା
ରହନ୍ତାନି ହିଂସା ଦ୍ୱେଷ,
ପଶୁପକ୍ଷୀ ନୁହଁ ଜମା ସ୍ୱ।ର୍ଥପର
ସେ’ ସଚ୍ଚୋଟତାରେ ଶ୍ରେୟ ।।
ଥରେ ଖାଇବାକୁ ଦେଇଥିଲେ ତାଙ୍କୁ
ନିଃସ୍ୱାର୍ଥପର ସେବାରେ,
ତା’ ଶେଷ ନିଃଶ୍ୱାସ ଯାଏଁ ମାନେ ବୋଲ
କିନ୍ତୁ ଭୁଲି ଯାଏ ନରେ ।।
ଜୀବେ ଦୟାକର ପ୍ରାଣସାଥି ମୋର
ଦିଅ ତାକୁ ସ୍ନେହ ପ୍ରେମ,
ତେବେ ହେବ ଧରା ସ୍ବର୍ଗ ସମ ପରା
ଧନ୍ୟ ହେବ ଏ’ ଜନମ ।।
ଜାନକୀ ମହାନ୍ତ
Thanks a lot for the blog.Much thanks again. Really Great.
wow, awesome blog.Really looking forward to read more.
Thanks for some other wonderful article. The place else may anyone get that kind of info in such an ideal approach of writing? I ave a presentation next week, and I am at the look for such info.
Great blog.Much thanks again.
Im grateful for the article. Want more.
Really appreciate you sharing this article.Really looking forward to read more. Cool.
Very good post.Much thanks again. Will read on…
Really enjoyed this article post.Thanks Again. Much obliged.
Generally I don’t learn post on blogs, but I would like to say that this write-up very compelled me to check out and do so!Your writing style has been amazed me. Thank you, quite great post.
Major thanks for the article post. Want more.
What’s up, its nice article concerning media print, we all know media is a enormous sourceof information.
Thanks so much for the article post.Really looking forward to read more. Cool.
Aw, this was an extremely good post. Spending some time andactual effort to produce a superb article… but what can I say… I put things off a lot and don’tmanage to get nearly anything done.
I love what you guys are usually up too. This kind of cleverwork and coverage! Keep up the excellent works guys I’veadded you guys to my personal blogroll.
Looking forward to reading more. Great post. Awesome.
Greetings! Very helpful advice in this particular article! It’s the little changes which will make the biggest changes. Many thanks for sharing!
Excellent post but I was wondering if you could write a litte more on this topic? I’d be very grateful if you could elaborate a little bit more. Many thanks!
Hi, I do believe this is a great blog. I stumbledupon it I am goingto revisit yet again since I saved as a favorite it. Money and freedom is the greatest way to change, may you be rich and continue to guide others.
Hello, you used to write fantastic, but the last few posts have been kinda boring… I miss your super writings. Past few posts are just a little bit out of track! come on!
Thank you, I have recently been searching for info about this topic for ages and yours is the greatest I have came upon so far. However, what in regards to the conclusion? Are you sure concerning the source?
I do agree with all the ideas you have introduced in your post.They’re really convincing and can certainly work. Still, the posts are too quick for starters.May just you please extend them a bit from next time?Thanks for the post.