December 07, 2021
11 11 11 AM
*PEACEFULL CLOUDSPHERE–Maid Čorbić*
*CALM CLOUDS-Prasanna Bhatta*
*CALM CLOUDS–Chinmayee Mohapatra*
*Calm Clouds–Marck Ogbac*
*CALM CLOUDS–Ramesh Chandra Pradhani*
*Calm Clouds–Hazel Domingo*
*Calm clouds–Gayatri mishra*
*ଭସାମେଘ–ମୁକ୍ତିରାଣୀ ଦେବତା*
*”ଭସା ମେଘ”-ସ୍ଵପ୍ନାରାଣୀ ପାଣିଗ୍ରାହୀ*
*ଭସା ମେଘ–ନିତ୍ୟାନନ୍ଦ ସିଂହ*
*ଭସାମେଘ–ଜାନକୀ ମହାନ୍ତ*
*ଭସା ମେଘ–ଅଞ୍ଜଳି ଗିରି*
*ଭସାମେଘ–ସନ୍ଧ୍ୟାରାଣୀ ହୋତା*
*ଭସା ମେଘ–ପ୍ରତିମା ବାରିକ*
*ଟିପେ ପୃଥିବୀର ମୋହ – ସୀମାଞ୍ଚଳ ପଣ୍ଡା*
*ମରିଚିକା – ମନୋଜ କୁମାର ଦାସ*
*ଅପେକ୍ଷା ର ମୁହୁର୍ତ୍ତ – ନିର୍ମଳ ବାରିକ*
*ତୁ ଥା ମୁଁ ଯାଉଛି ଋଷି – ମୁକ୍ତିରାଣୀ ଦେବତା*
*BEYOND LIMITS -Dr.Prasana Kumar Dalai*
*କବିଟିଏ ମୁଁ କବିଟିଏ – ଜିତେନ୍ଦ୍ର ଗିରି*
Latest Post
*PEACEFULL CLOUDSPHERE–Maid Čorbić* *CALM CLOUDS-Prasanna Bhatta* *CALM CLOUDS–Chinmayee Mohapatra* *Calm Clouds–Marck Ogbac* *CALM CLOUDS–Ramesh Chandra Pradhani* *Calm Clouds–Hazel Domingo* *Calm clouds–Gayatri mishra* *ଭସାମେଘ–ମୁକ୍ତିରାଣୀ ଦେବତା* *”ଭସା ମେଘ”-ସ୍ଵପ୍ନାରାଣୀ ପାଣିଗ୍ରାହୀ* *ଭସା ମେଘ–ନିତ୍ୟାନନ୍ଦ ସିଂହ* *ଭସାମେଘ–ଜାନକୀ ମହାନ୍ତ* *ଭସା ମେଘ–ଅଞ୍ଜଳି ଗିରି* *ଭସାମେଘ–ସନ୍ଧ୍ୟାରାଣୀ ହୋତା* *ଭସା ମେଘ–ପ୍ରତିମା ବାରିକ* *ଟିପେ ପୃଥିବୀର ମୋହ – ସୀମାଞ୍ଚଳ ପଣ୍ଡା* *ମରିଚିକା – ମନୋଜ କୁମାର ଦାସ* *ଅପେକ୍ଷା ର ମୁହୁର୍ତ୍ତ – ନିର୍ମଳ ବାରିକ* *ତୁ ଥା ମୁଁ ଯାଉଛି ଋଷି – ମୁକ୍ତିରାଣୀ ଦେବତା* *BEYOND LIMITS -Dr.Prasana Kumar Dalai* *କବିଟିଏ ମୁଁ କବିଟିଏ – ଜିତେନ୍ଦ୍ର ଗିରି*
Nov
2020
13

କଳ୍ପିତା ଆଜି ନୀରବ – ଦିନେଶ ଅଗ୍ରୱାଲ

କଳ୍ପିତା ଆଜି ନୀରବ – ଦିନେଶ ଅଗ୍ରୱାଲ ସମୟର ସ୍ପନ୍ଦନେ ହଜିଯାଏ ଅତୀତ ଧୋଇହୋଇଯାଏ ସ୍ବପ୍ନ ଅଥଚ ମୋ ହୃଦୟର ଭଙ୍ଗା କାନ୍ଥରେ ଦପ୍ ଦପ୍ କରୁଥାଏ କଳ୍ପିତାର ମୁହଁ l ଏକ ନିବୁଜ କୋଠରୀ ସମୟ ରାତି ବାରଟା ନଭେମ୍ବର ଚଉଦ ପୁଣିଥରେ ପୂର୍ବପାଠର ପୁନରାବୃତ୍ତି ହୁଏ l ଅତୀତର ଇତିହାସ ପୃଷ୍ଠାରେ ସତେଜ ଦିଶେ କଳ୍ପିତାର

 702 total views

Nov
2020
13

ଦେ ଜବାବ ଦେ- ଦିନେଶ ଅଗ୍ରୱାଲ

ଦେ ଜବାବ ଦେ ହେ ମୋର ମାତୃଭୂମି ଭାରତ ମା ଦେ ଜବାବ ଦେ ତୋ ବକ୍ଷରେ ବହିଯାଉଛି ଅୟୁତ ପବିତ୍ର ଚିରସ୍ରୋତା ଯୁଗ ଯୁଗ କାଳ କାଳଧରି ସେ ତ କେବେ ବିଲୁପ୍ତ ହୋଇନାହିଁ କିନ୍ତୁ କାହିଁକି ବିଲୁପ୍ତ ହୋଇଯାଉଛି ସେ ନିଃସହାୟ ନାରୀର ଲୁହ ଆଉ ଲହୁ l ବାରମ୍ବାର ଧର୍ଷିତ ହେବା ପରେ ପୁଣି

 591 total views

Apr
2020
8

କଳ୍ପିତା 1

କଳ୍ପନାର ମାନସ ପଟରେ କଳ୍ପିତା ସେଦିନର ଶାନ୍ତିମୟ ପ୍ରେମପୂର୍ଣ୍ଣ ପରିବେଶ l ନିର୍ଜନ ସନ୍ଧ୍ୟାରେ ରାସ୍ତାକଢର ଆଶ୍ରୟ ସ୍ଥଳେ ତୁମେ ଆଉ ମୁଁ l ତମ ଗୌରବର୍ଣ୍ଣ ଦେହସାରା ମରକ୍ୟୁରୀର ଝାପ୍ସା ଆଲୁଅ କିଛି ସ୍ପଷ୍ଟ କିଛି ଅସ୍ପଷ୍ଟ l କଳ୍ପିତା ମୋର କଣ ଦୋଷ ଥିଲା? ତମେ ହିଁ ତ ପାଦରେ ନୂପୁର ବାନ୍ଧି ପ୍ରେମର ରୁଣୁଝୁଣୁ

 659 total views

Apr
2020
7

ପ୍ରିୟତମା – ଦିନେଶ ଅଗ୍ରୱାଲା

ପ୍ରିୟତମା ! କାଚର ଆଇନା ଘରେ ସାଇତି ରଖିଛି ତୁମରି ନାଁ ରେ ଗହମ ରଙ୍ଗର ମହମ ପ୍ରତିମା l ଅଦିନିଆ ଖରାବେଳେ ଡରମାଡ଼େ କାଳେ ତୁମେ ବହିଯିବ ମୋ ଦେହର ଝାଳପରି ଉପରୁ ତଳକୁ l ପ୍ରିୟତମା ମନ ଜଳେ ଦେହ ଜଳେ ମହମ ତରଳେ ହୃଦୟ ସଳିତା ହୋଇ ପ୍ରେମ ଦୀପ ଦପ୍ ଦପ୍ ଜଳେ

 1,633 total views

Mar
2020
27

କଳ୍ପିତା 3

(କଳ୍ପିତା ତୁମେ କେଉଁଠି ) ମୋ କବିତାର ସମୁଦ୍ରରେ ଶବ୍ଦର ଢେଉ ସବୁ ବାରମ୍ବାର ଲହଡା ଭାଙ୍ଗୁଥାନ୍ତି ଅତର୍କିତେ ମୋ ଆଡକୁ ମାଡି ଆସୁଥାନ୍ତି ଅସଂଖ୍ୟ ପ୍ରଶ୍ନ ଧରି କଳ୍ପିତା ତୁମେ କିଏ? କାହା ଅଗଣାର ଫୁଲ ନା ମୋ କବିତାର ନାୟିକା କଳ୍ପିତା / ଅଦିନିଆ କବିତାର ଝିପି ଝିପି ବର୍ଷାରେ ପ୍ରଶ୍ନ ସବୁ ପାଣିଫୋଟକା ପରି

 624 total views

Mar
2020
27

ପ୍ରିୟତମା-୦୩

ପ୍ରିୟତମା -3 ରାତ୍ରିର ଗହମ ନିଦରେ ସ୍ବପ୍ନ ସବୁ ପଇଁତରା ମାରୁଥାନ୍ତି ମୋ ଅଗଣାରେ । ମୁଁ ବି ନିଜକୁ ନାୟକକରି ଦେଖୁଥାଏ, ଲେଖୁଥାଏ, ଅଭିନୟ ବି କରୁଥାଏ ଅବଚେତନରେ । ଦେହ ସାରା ଉତ୍ତେଜନା ମନର ସାଦା ଲଫାପାରେ ଏକଲାପଣର ଇସ୍ତାହାର । ଏଇ ସବୁ ସ୍ୱପ୍ନମାନେ ନିର୍ଜନ ନିବୁଜ କୋଠରୀରେ ଗହଳି କରନ୍ତି । ମୁଁ

 346 total views

Mar
2020
27

ପ୍ରିୟତମା-୦୨

ପ୍ରିୟତମା -2 କାହିଁକି କେଜାଣି ଇଚ୍ଛାହୁଏ ପୁଣିଥରେ କଲମ ଧରିବାକୁ ନିସ୍ତବ୍ଧ ରାତିର ନିରୋଳା ମୁହୂର୍ତ୍ତରେ କେହି ଜଣେ ବାରମ୍ବାର ଆସୁଥାଏ ମୋ ପାଖକୁ, ମୋରି ପାଖକୁ । ଅବାନ୍ତର କଥା ବି କହୁଥାଏ ଅସ୍ପଷ୍ଟ ଭଙ୍ଗୀରେ ଅବାଧରେ ସେସବୁକୁ ଗ୍ରହଣ କରିବାକୁ ହୁଏ ମୋର ଇଚ୍ଛା ଅନିଚ୍ଛାର ପ୍ରତୀୟମାନ ମୁହୂର୍ତ୍ତମାନଙ୍କୁ । ଦୈନନ୍ଦିନ ଜୀବନ ଚର୍ଯ୍ୟାରୁ କିଛି

 369 total views

Mar
2020
27

ପ୍ରିୟତମା-୦୧

ପ୍ରିୟତମା -1 ପ୍ରିୟତମା ଏଠି ଭାବ ବେଶୀ ଅର୍ଥ ବେଶୀ ଶବ୍ଦ ସବୁ ଫୁଲକଷି ଫୁଟିବାର ଅପେକ୍ଷାରେ / ଏଠି ନିଦ ବେଶୀ ସ୍ବପ୍ନ ବେଶୀ ଆଶା ସବୁ ଆକାଶୁ ଖସି ଆଞ୍ଜୁଳାର ଅପେକ୍ଷାରେ / ପ୍ରିୟତମା ତୁମେ ନୀରବ ନିର୍ଜନ ଭିତରେ ଶବ୍ଦହୀନ କୋଳାହଳ ମୁଁ ଏକୁଟିଆ ଅନ୍ଧାରିଆ ମୁହୂର୍ତ୍ତରେ ତୁମ ଆସିବାର ସୁଖଦ ଅନୁଭବକୁ ସଙ୍ଖୋଳି

 298 total views