ପ୍ରିୟତମା !
କାଚର ଆଇନା ଘରେ
ସାଇତି ରଖିଛି
ତୁମରି ନାଁ ରେ
ଗହମ ରଙ୍ଗର
ମହମ ପ୍ରତିମା l
ଅଦିନିଆ ଖରାବେଳେ
ଡରମାଡ଼େ
କାଳେ ତୁମେ ବହିଯିବ
ମୋ ଦେହର ଝାଳପରି
ଉପରୁ ତଳକୁ l
ପ୍ରିୟତମା
ମନ ଜଳେ ଦେହ ଜଳେ
ମହମ ତରଳେ
ହୃଦୟ ସଳିତା ହୋଇ
ପ୍ରେମ ଦୀପ ଦପ୍ ଦପ୍ ଜଳେ l
ମୋବାଇଲ ନମ୍ବର -9668881391
296 total views, 2 views today
ଖୁପ୍ ସୁନ୍ଦର୍ କବିଙ୍କ କଳ୍ପନା ।ସତେ ତୁମର ପ୍ରେମିକାର ପ୍ରେମର ବାସ୍ନା ଖୁବ୍ ତରଳ ଓ କୋମଳ, ଯେଉଁଟା କି ତମ ଭୟ ର ପ୍ରଥମ କାରଣ।
ଆନ୍ତରିକ ଧନ୍ୟବାଦ ଦାଦା, ଯେଉଁଠି ପ୍ରେମ ରହିଛି ସେଠି ଭୟର ମାତ୍ରା କମ ହେଇପାରେ ହେଲେ ନିଶ୍ଚିତ ଭାବରେ କିଛି ନା କିଛି ଭୟ ତ ରହିଛି l
ନିହାତି। କିନ୍ତୁ ଲେଖାଟି ହୃଦୟ ସ୍ୱର୍ଶି।
ଛାତି ତଳେ ସାଇତି ରଖିଥିବା ପ୍ରେମିକାର ଛବିକୁ ଅତି ପ୍ରାଞ୍ଜଳ ଭାବରେ ରୂପାୟିତ କରିବାରେ କବି ମହାଶୟ ସିଦ୍ଧହସ୍ତ….
ଧନ୍ୟବାଦ ପ୍ରହଲ୍ଲାଦ ଭାଇ,ପ୍ରିୟତମା ଛବିକୁ କଣ ଅନାବନା ଜାଗାରେ ରଖିହୁଏ? ସେ ତ ସବୁବେଳେ ହୃଦୟ ମନ୍ଦିରରେ ପ୍ରେମର ପୂଜାରୀଠୁ ପୂଜା ପାଉଥାଏ l
କବିତାରେ ବାହ୍ୟ ପରିବେଶର ବସ୍ତୁ ସହିତ ଅନ୍ତରର ପରିବେଶକୁ ଯୋଡି ହୃଦୟରୂପକ ସଳିତାରେ ମନରୂପକ ମହମ ତରଲାଇ ପ୍ରେମର ଦୀପ ପ୍ରଜ୍ଜଳିତ ହୋଇଛି l ରୂପକର ସଫଳ ପ୍ରୟୋଗ, ସୁନିର୍ବାଚିତ ସୁଶବ୍ଦସଜ୍ଜା ଘଟି ଏକ ହୃଦୟସ୍ପର୍ଶି ରୋମାଣ୍ଟିକ କବିତା ଭାବରେ ପାଠକ ମହଲରେ ଏକ ସ୍ୱତନ୍ତ୍ର ସ୍ଥାନ ଆବୋରିବ -ଏଥିରେ ତିଳେ ମାତ୍ରେ ସନ୍ଦେହ ନାହିଁ
ଆନ୍ତରିକ ଧନ୍ୟବାଦ ଯୋଗେଶ୍ୱର l ଏ ମତଟି ବାସ୍ତବିକ ପ୍ରଣିଧାନଯୋଗ୍ୟ ଏବଂ ତୁମର ଶବ୍ଦବିନ୍ୟାସ ଶୈଳୀ ମଧ୍ୟ ମୋ ହୃଦୟକୁ ସ୍ପର୍ଶ କରେ l
ବାସ୍ତବିକ ପ୍ରିୟତମା ଏକ ହୃଦୟସ୍ପର୍ଶୀ ପ୍ରେମ ଆଖ୍ୟାନ ମୂଳକ କବିତା,ପ୍ରତ୍ୟେକ କବିତାର କିଛି ନା କିଛି ରୂପ, ରସ, ଗନ୍ଧ ଥାଏ, ସେଥି ମଧ୍ୟରୁ ଆପଣଙ୍କ “‘ପ୍ରିୟତମା “” ଏକ ଅଭିନବ ଧରଣ ସ୍ଥାନ ଗ୍ରହଣ କରେ, ସତରେ ଆପଣଙ୍କ ପ୍ରତ୍ୟେକ ଶବ୍ଦରେ ରହିଛି ଅର୍ପୂବ ସାଙ୍ଗୀତିକତା ଯାହା ପ୍ରିୟତମାକୁ କରିଛି,ଅଧିକ ମାର୍ମିକ ଓ ଚିତ୍ତାକର୍ଷକ…
ଭୀଷ୍ମ ତୁମର ଚିତ୍ତାକର୍ଷକ ଆଉ ସୁଚିନ୍ତିତ ମତ ବାସ୍ତବିକ ସ୍ୱୀକାରଯୋଗ୍ୟ l
sir. You are the best Sir. Apananka kabita satare bahut Hrudayasparsi…
Thank u so much tapaswani
Like!! I blog quite often and I genuinely thank you for your information. The article has truly peaked my interest.
These are actually great ideas in concerning blogging.
I really like and appreciate your blog post.
I like this website very much, Its a very nice office to read and incur information.
Your site is very helpful. Many thanks for sharing!
I intended to compose you a bit of note in order to give many thanks again considering the beautiful basics you’ve contributed above. It’s extremely generous of people like you in giving easily all a few people could have advertised as an e-book in making some bucks for their own end, certainly considering that you could have done it if you considered necessary. The concepts additionally acted as a easy way to be aware that many people have a similar desire just as mine to figure out a great deal more concerning this condition. Certainly there are a lot more enjoyable instances ahead for folks who check out your blog.