Il ନିଅଣ୍ଟ ll
ଇଂ. ବିଚିତ୍ରାନନ୍ଦ ମୁନୀ
ରହିବି ପାଖରେ
ରାତିକ ପାଇଁକି
କଣ୍ଟ ଦେଇ ଆସ ନିତି,
ହେଲେ ନିମିଷକ
ପରେ ଚାଲି ଯାଅ
ଫାଟି ଯାଏ ମୋର ଛାତି ll
କଥା ଦେଇ ତୁମେ
ଫେରାଇ ନେଉଛ
ରଖି ପାରୁନାହଁ ଇତି,
ନିଅଣ୍ଟ ହେଉଛି
ଅମେଣ୍ଟl ମନକୁ
ବୋଧ ହୁଏ ପ୍ରେମ ପ୍ରୀତି ll
ସମ୍ପାଦକ , ଚନ୍ଦ୍ରିକା
ପିତ୍ତଳ , ଗଞ୍ଜାମ