September 21, 2021
11 11 11 AM
*ଅଭାଗିନୀ – ଡ଼ଃ.ସୁଶ୍ରୀ ସଙ୍ଗୀତା ସ୍ୱାଇଁ*
*ନିଃଶବ୍ଦତା-ପ୍ରୀତିପଦ୍ମା ଦାସ*
*CAN’T IGNORE -Prof.Dr.Prasana Kumar Dalai*
*ପରିବର୍ତ୍ତନ – ବନଲତା ଜାଲି *
*THE RAIN IN SEPTEMBER – Prof.Dr.Prasana Kumar Dalai*
*ରିକ୍ସାବାଲା – ତପନ ସାହୁ*
*Mystery of Life – Rudra Narayan Dash*
*ନିତ୍ୟ ନମସ୍ୟ ବୀର ଯବାନ – ଜିତେନ୍ଦ୍ର ଗିରି*
*କଣ ଆମେ ସ୍ୱାଧୀନ – ଜିତେନ୍ଦ୍ର ଗିରି*
*ସ୍ୱାଧୀନତା ତୁମେ କେଉଁଠି – ଜିତେନ୍ଦ୍ର ଗିରି*
*ଗୁରୁଦେବ – ଜିତେନ୍ଦ୍ର ଗିରି*
*ଏ କି ମାୟା ତୁମ କୁହ ହେ ଶ୍ରୀହରି – ଜିତେନ୍ଦ୍ର ଗିରି*
*ଡାକ ଶୁଣ ହେ ଶ୍ରୀହରି – ଜିତେନ୍ଦ୍ର ଗିରି*
*ମୁଁ – ଜିତେନ୍ଦ୍ର ଗିରି*
*ଆହେ ଗଣନାଥ – ଜିତେନ୍ଦ୍ର ଗିରି*
*Humanity–Gabriel S. Weah*
*Humanity–Stoianka Boianova*
*CRY HUMANITY–Nevenka Kovacevic*
*THE ONLY ANSWER IS HUMANITY–Dr. Paramita Mukherjee Mullick*
*Real Humanity–Mildred DJ Par*
Latest Post
*ଅଭାଗିନୀ – ଡ଼ଃ.ସୁଶ୍ରୀ ସଙ୍ଗୀତା ସ୍ୱାଇଁ* *ନିଃଶବ୍ଦତା-ପ୍ରୀତିପଦ୍ମା ଦାସ* *CAN’T IGNORE -Prof.Dr.Prasana Kumar Dalai* *ପରିବର୍ତ୍ତନ – ବନଲତା ଜାଲି * *THE RAIN IN SEPTEMBER – Prof.Dr.Prasana Kumar Dalai* *ରିକ୍ସାବାଲା – ତପନ ସାହୁ* *Mystery of Life – Rudra Narayan Dash* *ନିତ୍ୟ ନମସ୍ୟ ବୀର ଯବାନ – ଜିତେନ୍ଦ୍ର ଗିରି* *କଣ ଆମେ ସ୍ୱାଧୀନ – ଜିତେନ୍ଦ୍ର ଗିରି* *ସ୍ୱାଧୀନତା ତୁମେ କେଉଁଠି – ଜିତେନ୍ଦ୍ର ଗିରି* *ଗୁରୁଦେବ – ଜିତେନ୍ଦ୍ର ଗିରି* *ଏ କି ମାୟା ତୁମ କୁହ ହେ ଶ୍ରୀହରି – ଜିତେନ୍ଦ୍ର ଗିରି* *ଡାକ ଶୁଣ ହେ ଶ୍ରୀହରି – ଜିତେନ୍ଦ୍ର ଗିରି* *ମୁଁ – ଜିତେନ୍ଦ୍ର ଗିରି* *ଆହେ ଗଣନାଥ – ଜିତେନ୍ଦ୍ର ଗିରି* *Humanity–Gabriel S. Weah* *Humanity–Stoianka Boianova* *CRY HUMANITY–Nevenka Kovacevic* *THE ONLY ANSWER IS HUMANITY–Dr. Paramita Mukherjee Mullick* *Real Humanity–Mildred DJ Par*

ଜୀବନ ର ଜଳଛବି — ସୁସ୍ମିତା ଶତପଥି (ଅଧ୍ୟାପିକା)

ଜୀବନ ର ଜଳଛବି

ଜୀବନ ନଉକା ସଦା ଟଳମଳ
ଭବ ତରଣୀର ବୁକେ
ସମୟ ସ୍ରୋତରେ ଭାସି ଭାସି ଯାଏ
ଅପେକ୍ଷା କରେନି ଟିକେ।
ଜୀବନ ବୃକ୍ଷକୁ ସଜାଇଣ ଦେବା
ଖୁସି ର ପରଶ ଦେଇ
ସଫଳ ହୋଇବ ଏ ମର ଜୀବନ
ଅପରର ଦୁଃଖ ନେଇ।
ଜୀବନ ଯନ୍ତ୍ରଣା ଶିଖର ଛୁଇଁଲେ
ପରତ୍ମାମା ପଦେ ରହି
ସବୁ ସୁଖ ଦୁଃଖ ପିଠି ପରେ ନେଇ
ପଥହରା ହେବା ନାହିଁ।
ମାନବ ଜୀବନ ଅଟଇ ଦୁର୍ଲଭ
ବହୁ ପୂଣ୍ୟ ବଳେ ମିଳେ
ସେହି ଜୀବନ କୁ ସାର୍ଥକ କରିବା
ଯଶ ରଖି କାଳେ କାଳେ।
ଜୀବନ ତ ଏକ ଇଶ୍ଵର ଊ ଦାନ
ଏ‌ହି କଥା ମନେ ରଖି
ସବୁରି ପରାଣେ ଖୁସି ଭରିଦେବା
କରିବାନି କାରେ ଦୁଃଖି।
କ୍ଷୁଦ୍ର ଏହି ଜୀବନେ ମୋର
ପ୍ରଭୁ ଶକତି ଦିଅ ବାରେ
ବିପଦ ବେଳେ କାତର ନୋହିଁ
ବଢି ଯିବି ସାହାସରେ।
************************
ସୁସ୍ମିତା ଶତପଥି (ଅଧ୍ୟାପିକା)
ଟ୍ରାଇଡେଣ୍ଡ୍ ଇଂକଲେଜ

 496 total views,  2 views today

7 thoughts on “ଜୀବନ ର ଜଳଛବି — ସୁସ୍ମିତା ଶତପଥି (ଅଧ୍ୟାପିକା)

  1. I think this is among the most significant information for
    me. And i am glad reading your article. But
    wanna remark on some general things, The site style is
    perfect, the articles is really nice : D. Good job, cheers

  2. With havin so much content do you ever run into any issues of
    plagorism or copyright violation? My website has a lot
    of exclusive content I’ve either written myself or outsourced but it seems a lot of it is popping it up all over the internet without my
    authorization. Do you know any techniques to help reduce
    content from being stolen? I’d genuinely appreciate it.

  3. When I originally commented I clicked the “Notify me when new comments are added”
    checkbox and now each time a comment is added I get several e-mails with the same comment.
    Is there any way you can remove me from that service? Bless you!

Leave a Reply

Your email address will not be published. Required fields are marked *