ଈଶ୍ୱର ଦର୍ଶନ
ଈଶ୍ୱର ଦର୍ଶନ ପାଇଁ ପ୍ରଥମେ ଆମର ହୃଦୟ ମନ୍ଦିର କୁ ସଫା କରିବା ଆବଶ୍ୟକ। ଆମେ ଚିନ୍ତନ କରିବା…ଯେଥରେ ଜଣେ ଶେଠ୍ ରାଜ୍ୟର ରାଜାଙ୍କୁ ନିଜ ଘରେ ଭୋଜନ ପାଇଁ ନିମନ୍ତ୍ରଣ ଜଣାଇଲେ।ରାଜା ନିମନ୍ତ୍ରଣ ସ୍ବୀକାର କଲେ।ସେଠ୍ ନିଜ ଘରକୁ ପ୍ରଥମେ ରାଜାଙ୍କ ଯୋଗ୍ୟ କରାଇଲେ ।ଅଳିଆ ଆବର୍ଜନାକୁ ସଫା କଲେ,ଘର ଭିତର ବାହାର ସଫା କଲେ,ଅନେକ ପତ୍ର ପୁଷ୍ପରେ ସଜ୍ଜିତ କଲେ। ଯଦି ଜଣେ ସେଠ୍ ନିଜ ରାଜାଙ୍କ ନିମନ୍ତ୍ରଣ ପାଇଁ ଏତେ ସଫା କଲେ ତେବେ ରାଜା ମାନଙ୍କ ରାଜା ମହାରାଜା ବ୍ରହ୍ମାଣ୍ଡପତିଙ୍କୁ ହୃଦୟ ବସାଇବା ପାଇଁ ନିଜ ହୃଦୟକୁ ସଫା ନକଲେ ସେ ଆମ ହୃଦୟରେ ସ୍ଥାନ ପାଇବେ କେମିତି।ତେଣୁ ଆମେ ରାଗ ,ଅସୂୟା,ଭେଦଭାବକୁ
ତ୍ୟାଗ କଲେ ପରମ ପିତା ପରମାତ୍ମା ଆମ ହୃଦୟ ମନ୍ଦିରରେ ସ୍ଥାନ ପାଇ ପାରିବେ।ଦୁରିତ ଦୂର ହେଲେ ଭଦ୍ର ଆପେ ଆପେ ଆସିଯିବ। ଈଶ୍ୱର ଙ୍କ ସନ୍ତାନ କହି ଗୌରବ ଅନୁଭବ କରିବା। ସମସ୍ତ ଙ୍କୁ ନମସ୍ତେ।
ସବିତା ଶୁକ୍ଳା
ରାକମା,ଭାପୁର,ନୟାଗଡ।
1,326 total views, 1 views today
Your fashion is so exclusive in comparison to other people I’ve study stuff from.Quite a few thanks for putting up if you’ve got the opportunity, Guess Iwill just bookmark this site.
I actually like reading through an post that is likely to make persons Consider. Also, many thanks for permitting me to remark!
Hurrah, that’s what I was trying to get for, what a information! existing right hereat this website, many thanks admin of this Online page.
Many thanks for your personal great posting! I seriously loved reading through it, you might be an awesome writer. I’ll make sure to bookmark your website and undoubtedly will come back sooner or later. I want to really encourage which you go on your good work, Use a awesome holiday weekend!
I actually like reading by way of an report that is likely to make men and women think. Also, thanks for allowing me to comment!
Surely feel that which you mentioned. Your favorite reason appeared to be on the net The best point to be familiar with. I say to you personally, I certainly get aggravated when people take into consideration anxieties that they just have no idea about. You managed to strike the nail upon the top in addition to outlined out The entire issue without owning aspect result , persons might take a sign. Will very likely be back to receive additional. Thanks tiodo.munhea.se/map7.php nike v?¤st dam
It’s amazing designed for me to have a Internet site, which is beneficial in aid of my know-how. many thanks admin lanba.se/map9.php langt kr??llet h??r