November 28, 2021
11 11 11 AM
*BEYOND LIMITS -Dr.Prasana Kumar Dalai*
*କବିଟିଏ ମୁଁ କବିଟିଏ – ଜିତେନ୍ଦ୍ର ଗିରି*
*ଦି’ ଦିନ ଜୀବନ – ପ୍ରସନ୍ନ କୁମାର ମେହେର*
*ମରିଯାଉଥିବା ଆଶା – ମନୋଜ କୁମାର ଦାସ*
*ଜାତିରୁ ବିପତ୍ତି – ସୀମାଞ୍ଚଳ ପଣ୍ଡା*
*ହେ… ଚକାନୟନ – ରୀକ୍ଷିରାମ ମେହେର*
*ବିଦ୍ୟାପତି-ଲଳିତା ଉପାଖ୍ୟାନ-ଜାନକୀ ମହାନ୍ତ*
*କଥାର ମୃତ୍ୟୁ- ନବ କୁମାର ଦାସ*
*ଟିକେ ମନକୁ ପଚାର – ଭାସ୍କର ରାଉତ*
*ଶୀତର ପରଶ- ଶିକ୍ଷୟିତ୍ରୀ ନୀହାରିକା ପଣ୍ଡା *
*ଆପଣା ଓ ପର- ଜୟ କୁମାର ମିଶ୍ର *
*ଜୀବେ ଦୟା କର-ଜାନକୀ ମହାନ୍ତ*
*ଶରଶଯ୍ୟା ଜୀବନ- ଡ଼ଃ ଲଷ୍ମୀକାନ୍ତ ଦାଶ*
*ପ୍ରେମ–ବନସ୍ମିତା ପଣ୍ଡା*
*ବସନ୍ତ କରିଛି ଆଗମନ–ବନସ୍ମିତା ପଣ୍ଡା*
*ଏକାନ୍ତ– ବନସ୍ମିତା ପଣ୍ଡା*
*ପରିଚୟ(ଭାଗ-ଏକ)– ବନସ୍ମିତା ପଣ୍ଡା*
*ସେ! – ବନସ୍ମିତା ପଣ୍ଡା*
*ସାଗର କହେ – ସୀମାଞ୍ଚଳ ପଣ୍ଡା*
*ଅମୃତର ସୃଷ୍ଟି ଶିଶୁ – ପ୍ରତାପ କିଶୋର ରାଉତ*
Latest Post
*BEYOND LIMITS -Dr.Prasana Kumar Dalai* *କବିଟିଏ ମୁଁ କବିଟିଏ – ଜିତେନ୍ଦ୍ର ଗିରି* *ଦି’ ଦିନ ଜୀବନ – ପ୍ରସନ୍ନ କୁମାର ମେହେର* *ମରିଯାଉଥିବା ଆଶା – ମନୋଜ କୁମାର ଦାସ* *ଜାତିରୁ ବିପତ୍ତି – ସୀମାଞ୍ଚଳ ପଣ୍ଡା* *ହେ… ଚକାନୟନ – ରୀକ୍ଷିରାମ ମେହେର* *ବିଦ୍ୟାପତି-ଲଳିତା ଉପାଖ୍ୟାନ-ଜାନକୀ ମହାନ୍ତ* *କଥାର ମୃତ୍ୟୁ- ନବ କୁମାର ଦାସ* *ଟିକେ ମନକୁ ପଚାର – ଭାସ୍କର ରାଉତ* *ଶୀତର ପରଶ- ଶିକ୍ଷୟିତ୍ରୀ ନୀହାରିକା ପଣ୍ଡା * *ଆପଣା ଓ ପର- ଜୟ କୁମାର ମିଶ୍ର * *ଜୀବେ ଦୟା କର-ଜାନକୀ ମହାନ୍ତ* *ଶରଶଯ୍ୟା ଜୀବନ- ଡ଼ଃ ଲଷ୍ମୀକାନ୍ତ ଦାଶ* *ପ୍ରେମ–ବନସ୍ମିତା ପଣ୍ଡା* *ବସନ୍ତ କରିଛି ଆଗମନ–ବନସ୍ମିତା ପଣ୍ଡା* *ଏକାନ୍ତ– ବନସ୍ମିତା ପଣ୍ଡା* *ପରିଚୟ(ଭାଗ-ଏକ)– ବନସ୍ମିତା ପଣ୍ଡା* *ସେ! – ବନସ୍ମିତା ପଣ୍ଡା* *ସାଗର କହେ – ସୀମାଞ୍ଚଳ ପଣ୍ଡା* *ଅମୃତର ସୃଷ୍ଟି ଶିଶୁ – ପ୍ରତାପ କିଶୋର ରାଉତ*

ଈଶ୍ୱର ଦର୍ଶନ—ସବିତା ଶୁକ୍ଳା

ଈଶ୍ୱର ଦର୍ଶନ

ଈଶ୍ୱର ଦର୍ଶନ ପାଇଁ ପ୍ରଥମେ ଆମର ହୃଦୟ ମନ୍ଦିର କୁ ସଫା କରିବା ଆବଶ୍ୟକ। ଆମେ ଚିନ୍ତନ କରିବା…ଯେଥରେ ଜଣେ ଶେଠ୍ ରାଜ୍ୟର ରାଜାଙ୍କୁ ନିଜ ଘରେ ଭୋଜନ ପାଇଁ ନିମନ୍ତ୍ରଣ ଜଣାଇଲେ।ରାଜା ନିମନ୍ତ୍ରଣ ସ୍ବୀକାର କଲେ।ସେଠ୍ ନିଜ ଘରକୁ ପ୍ରଥମେ ରାଜାଙ୍କ ଯୋଗ୍ୟ କରାଇଲେ ।ଅଳିଆ ଆବର୍ଜନାକୁ ସଫା କଲେ,ଘର ଭିତର ବାହାର ସଫା କଲେ,ଅନେକ ପତ୍ର ପୁଷ୍ପରେ ସଜ୍ଜିତ କଲେ। ଯଦି ଜଣେ ସେଠ୍ ନିଜ ରାଜାଙ୍କ ନିମନ୍ତ୍ରଣ ପାଇଁ ଏତେ ସଫା କଲେ ତେବେ ରାଜା ମାନଙ୍କ ରାଜା ମହାରାଜା ବ୍ରହ୍ମାଣ୍ଡପତିଙ୍କୁ ହୃଦୟ ବସାଇବା ପାଇଁ ନିଜ ହୃଦୟକୁ ସଫା ନକଲେ ସେ ଆମ ହୃଦୟରେ ସ୍ଥାନ ପାଇବେ କେମିତି।ତେଣୁ ଆମେ ରାଗ ,ଅସୂୟା,ଭେଦଭାବକୁ
ତ୍ୟାଗ କଲେ ପରମ ପିତା ପରମାତ୍ମା ଆମ ହୃଦୟ ମନ୍ଦିରରେ ସ୍ଥାନ ପାଇ ପାରିବେ।ଦୁରିତ ଦୂର ହେଲେ ଭଦ୍ର ଆପେ ଆପେ ଆସିଯିବ। ଈଶ୍ୱର ଙ୍କ ସନ୍ତାନ କହି ଗୌରବ ଅନୁଭବ କରିବା। ସମସ୍ତ ଙ୍କୁ ନମସ୍ତେ।
ସବିତା ଶୁକ୍ଳା
ରାକମା,ଭାପୁର,ନୟାଗଡ।

 521 total views,  1 views today

7 thoughts on “ଈଶ୍ୱର ଦର୍ଶନ—ସବିତା ଶୁକ୍ଳା

  1. Surely feel that which you mentioned. Your favorite reason appeared to be on the net The best point to be familiar with. I say to you personally, I certainly get aggravated when people take into consideration anxieties that they just have no idea about. You managed to strike the nail upon the top in addition to outlined out The entire issue without owning aspect result , persons might take a sign. Will very likely be back to receive additional. Thanks tiodo.munhea.se/map7.php nike v?¤st dam

  2. Many thanks for your personal great posting! I seriously loved reading through it, you might be an awesome writer. I’ll make sure to bookmark your website and undoubtedly will come back sooner or later. I want to really encourage which you go on your good work, Use a awesome holiday weekend!

Leave a Reply

Your email address will not be published. Required fields are marked *