Oct
2020
28
ମୋ ଗାଁ

ମୋ ଗାଁ ,,,,,,,,,,,,,,,,,,,,,,,,, ସ୍ବଛ୍ଛ ନିରିମଳ ସବୁଠୁ ସୁନ୍ଦର ମୋ ଗାଁର ପରିବେଶ ପୂର୍ବପୁରଷଙ୍କ କଥାକୁ ନ ଭୁଲି ସଭିଁଏ କରନ୍ତି ଚାଷ। ଭାଇଭାଇ ପରି କରନ୍ତି ଅାଦର ହୋଇ ଏକ ପରିବାର ବିପଦେଆପଦେ ହୁଅନ୍ତି ସହାୟ ଭାବି ସେ ନଥାନ୍ତି ପର। ଜ୍ଞାନ ବିଜ୍ଞାନରେ ସବୁଠୁ ଉର୍ଦ୍ଦ୍ବରେ ଭରିଅଛି ସହନତା କେତେ ଯେ ସନ୍ତାନ ଆର୍ମି ପିଅନ
376 total views