May
2021
19
*ଦିନେ ତୁମେ ଫେରିବ– ସୁମିତା ବେହେରା*
ଦିନେ ତୁମେ ଫେରିବ *************** ଦିନ ଥିଲା ଋତୁର ମହକରେ ରଙ୍ଗେଇ ଯାଉଥିଲା ସଂସାର ଟା ସାରା ବିହ୍ୱଳିତ ମନରେ ଖେଳୁଥିଲା ହିଲ୍ଲୋଳ ତରୁଣୀ ର ମନ ପରି ଗୁଡେଇ ଯାଉଥିଲା ଦେହସାରା । ନିର୍ଲିପ୍ତ ଆଖି ର ସେ ମୁଠା ମୁଠା ସ୍ୱପ୍ନର ସବୁଜ ସୁନ୍ଦର ବୃକ୍ଷର ଛାୟାତଳେ, ଗଢି ଉଠୁଥିଲା ଧୀରେ ଧୀରେ ଭଗ୍ନ ମନ୍ଦିର