Aug
2020
11
ଜଙ୍ଗଲୀ ଆଦିବାସୀ
##ଜଂଗଲୀ ଆଦିବାସୀ## ବାର ତିଅଣ କଥା କେବେ ସ୍ବପ୍ନରେ ଭାବୁନା ଆମେ ବାସି ପଖାଳରେ ଖୁସି, ଦେହ ସିଝିଯାଏ ଖରାରେ ଖଟି ଖଟି ଆମେ ପରା ଜଂଗଲୀ ଆଦିବାସୀ। ଧନ ସମ୍ପଦରେ ତିଳେ ନାହିଁ ଲୋଭ ଧୂଳି ଦାଣ୍ଡରେ ବି ଯାଉ ବସି, ଝାଟିମାଟି ଘରେ ତାଜମହଲକୁ ଦେଖୁ ଆମେ ପରା ଜଂଗଲୀ ଆଦିବାସୀ। ପ୍ରକୃତି ସାଥିରେ ବୃକ୍ଷ