Nov
2020
2
ମା ଗୋ
ମା ଗୋ ମା ଲୋ ଦଶଭୁଜା ସଵୁଠି ଏଵେ ତୋ’ର ପୂଜା ଅରଚନା; ତୋ ପାଇଁ ଗାଁ ଦାଣ୍ଡ,ପୁରପଲ୍ଲୀ ସଵୁଠି ଆନନ୍ଦ ମୁଖର, ତୋ ଦୟା ରେ ଘୁଞ୍ଚି ଯାଏ ଛାତି ତଳ ଅମା ଅନ୍ଧକାର ।। ତୋ ଶୁଭ ଆଗମନେ ପ୍ରକୃତି ରାଣୀ ନବ ପଲ୍ଲଵିତ; ତୋ ମଂଗଳ ଆବାହନେ ନ ଇପଠା କାଶତଣ୍ଡୀ ଶୁଭ୍ର