Jan
2023
14
“ବାକି ଅଛି ଆଉ କିଛି ନିଦ–ସନ୍ତୋଷିନୀ ଓଝା
“ବାକି ଅଛି ଆଉ କିଛି ନିଦ” ******************** ବାକି ଅଛି, ବାକି ଅଛି ଏବେ ବି ଆଉ କିଛି ନିଦ! ଶିଶିର ଭିଜା କଅଁଳିଆ କେନ୍ଦୁପତ୍ର ପରି ନିଦୁଆ ଆଖି ଦୁଇଟାରେ…। ବିଗତ ରାତ୍ରିର ଛାତିରେ ଏବେବି ତା’ର ଆଲିଙ୍ଗନର ଚିହ୍ନକୁ ଝୁରି, ସ୍ବପ୍ନ ଦେଖିବାକୁ। ହା…..ହା….. ସ୍ବପ୍ନ! ସ୍ବପ୍ନ ଦେଖିବା ତ’ ତା’ ପାଇଁ ସତେ ସ୍ବପ୍ନ!