Nov
2020
13
ଖଣ୍ଡେ ବଦଳୁଥିବା ମେଘ — ସଞ୍ଜୟ ପଣ୍ଡା
“ଖଣ୍ଡେ ବଦଳୁଥିବା ମେଘ” ●●● ମୋପରି ଭେଟିଲି ଜଣକୁ ପଶ୍ଚିମ ଆକାଶର ଗୋଟେ ଅରୁଣାକ୍ତ ମୂହୁର୍ତ୍ତରେ, ସେ ବି ବଦଳାଉଥିଲା ଖୁବ୍ ନିଖୁଣ ଭାବରେ ନିଜକୁ ପ୍ରତିକ୍ଷଣରେ, ଚରିତ୍ର ପରେ ଚରିତ୍ର, ମୁହଁରେ ମାଖି ମେଞ୍ଚା ମେଞ୍ଚା ଆଶ୍ୱାସନା, ଆଲୁଅ ଜଳିବା ଆଗରୁ ଲିଭେଇ ଦେଉଥିଲା ଟୋପା ଟୋପା ଭଙ୍ଗା ସ୍ୱପ୍ନ ସବୁକୁ, ମୁଁ ଏବେ ଏକା ନୁହେଁ