Jan
2021
24
ସୂର୍ଯ୍ୟୋଦୟ ନବ ସମ୍ଭାବନା-୨୦୨୧ ରେ ଏଥର ଭେଟନ୍ତୁ ଅନୁଗୁଳ ଜିଲ୍ଲାର ସଞ୍ଜିତା ଦ୍ୱିବେଦୀ ଙ୍କୁ
ନାମ- ସଞ୍ଜିତା ଦ୍ଵିବେଦୀ ମାତାଙ୍କ ନାମ-: ରୀନା ରାଣୀ ଦ୍ବିବେଦୀ ପିତାଙ୍କ ନାମ-: ପୁରୁଷୋତ୍ତମ ଦ୍ଵିବେଦୀ ଜନ୍ମମାଟି/ଠିକଣା-:ପାଳଲହଡ଼ା, ଅନୁଗୋଳ ଜନ୍ମ ତାରିଖ- ୨୮-୦୨-୨୦୦୦ ଶିକ୍ଷା ଗତ ଯୋଗ୍ୟତା- ପ୍ରଥମ ବର୍ଷ ଆଇନ ଛାତ୍ରୀ ରୂପେ ଅଧ୍ୟୟନ ରତ ୦୧- ଆପଣଙ୍କ ମତରେ ସାହିତ୍ୟର ସଂଜ୍ଞା ? ଉତ୍ତର:- ଯାହାକୁ ନେଇ ସମାଜ ର ପରିକଳ୍ପନା କରାଯାଇ ନ ପାରେ