Feb
2021
28
ଆମେ ସ୍ଵାଧୀନ! — ସଂଗ୍ରାମ କିଶୋର ପରିଡ଼ା
ଆମେ ସ୍ଵାଧୀନ! କଣ ଆମେ ଆଜି ସତରେ ସ୍ଵାଧୀନ ଯାହା ଅର୍ଥ ସ୍ଵ-ଅଧିନ ନା ସ୍ଵାଧୀନତାର ଖୋଳପାରେ ପରାଧୀନର ଜୀବନ ! ଶାସନ ନାମରେ ଶୋଷଣ ଚାଲିଛି ପାଟି କଲେ ମିଳେ ଦଣ୍ଡ ଗଣତନ୍ତ୍ର ନାମେ ଜଣ ତନ୍ତ୍ର ଏଠି ଭାବିଲେ ବୁଲାଏ ମୁଣ୍ଡ ! ହଜାର ହଜାର ଦାଦନ ଖଟନ୍ତି ଛାଡି ନିଜ ମାଟି ଘର ଦୁର୍ଦିନରେ