Feb
2021
13
ଅଳୀକ ଜୀବନ — ଶ୍ରୀ ଶୁଭେନ୍ଦୁ କୁମାର ମହାପାତ୍ର
🌹🌹🙏ଅଳୀକ ଜୀବନ 🙏🌹🌹 ====================== ଯଦି ଜନ୍ମ ମୃତ୍ୟୁର ବ୍ୟବଧାନ ଜୀବନ ନିରର୍ଥକ ତେବେ ପର ଆପଣାର ଶବ୍ଦ ଯଦି ଟିପେ ନିଆଁ ଜନ୍ମରୁ ମୃତ୍ୟୁଯାଏ ସ୍ଥାପତ୍ୟକୁ ପୋଡ଼ିଜାଳି କରେ ମୁଠାଏ ପାଉଁଶ ତେବେ ରାତାରାତି ହାତୀକିଣିବାର ଇଛାମାନେ କାହିଁକି ଦଂଶନ କରନ୍ତି ତାଳୁରୁ ତଳିପା !! ମନ୍ଦିର ମସଜିଦ ଚର୍ଚ୍ଚ ଯଦି ଧାର୍ମିକ ପୀଠ ଈଶ୍ୱର ଆଲ୍ଲା