May
2022
30
ସାହିତ୍ୟ–ତ୍ରିନାଥ ପଟ୍ଟନାୟକ
ସାହିତ୍ୟ ସାହିତ୍ୟ ଅଟେ ଆମ ହୃଦୟ ଆବେଗ ତା ବିନା ମନ ଲାଗେ ବ୍ୟଥା ସାହିତ୍ୟ ସାମର୍ଥ୍ୟକୁ କିଏ ଯେ କଳିବ ସାହିତ୍ୟ ବିନା ତୁଟେ ଆସ୍ଥା ll ସାହିତ୍ୟ ଅଟେ ମୋ ପ୍ରିୟ ଭାଷା ମାଧୁର୍ଯ୍ୟ ମୋ ଗ୍ରାମ୍ୟ ଭାଷା ବର୍ଣ୍ଣବୋଧ ସାହିତ୍ୟ ବିନା ନା ବର୍ଣ୍ଣନା କରି ହୁଏ ନିଜ ଭାଷା ସଂକେତବୋଧ ll ସାହିତ୍ୟ