May
2023
12
ବିଚ୍ଛିନ୍ନାଞ୍ଚଳ ଓଡ଼ିଆ – ଶ୍ରୀଯୁକ୍ତ ଅଜିତ କୁମାର ରାଉତ
ବିଚ୍ଛିନ୍ନାଞ୍ଚଳ ଓଡ଼ିଆ ଜାଗ୍ରତ ହୁଅ ବିଚ୍ଛିନ୍ନ ଓଡ଼ିଆ ଅଟେ ସିଂହଭୂମି ଆମ ବଢ଼ିଆ ତ୍ୟାଗକରି ବନ୍ଧୁ ଅଛ ନିଶ୍ଚିନ୍ତେ ନାହିଁ ଟି ନଜର ଆମ ନିମନ୍ତେ କରି ଅଛ ଦୂର ଧ୍ୟାନକିଛି ନହିଁ ଭାଇ ଉତ୍କଳର !! ଓଡ଼ିଆ ଶିକ୍ଷକ ତିନିହେ ହଜାର ଦିଅନ୍ତି ଶିକ୍ଷା ସେ ମାତୃଭାଷାର ଦୁଇ ବର୍ଷ ହେଲା ଟଙ୍କା ପାଇନି