Aug
2023
16
*ସମୀକ୍ଷାତ୍ମକ ଆଲେଖ୍ୟ–ଶୁଭଶ୍ରୀ ସ୍ଵର୍ଣ୍ଣପ୍ରଭା ମହାନ୍ତି*
ସୋପାନ – କ ☆☆☆☆☆ ଶୀର୍ଷକ -: ” ବାତ୍ସଲ୍ୟ ପ୍ରେମ” °°°°°°°°°°°°°~°°°°°°°°° ଓଡ଼ିଆ ସାହିତ୍ୟ ଆକାଶର ଧ୍ରୁବ ତାରା ତୁଲ୍ୟ ରୀତି ଯୁଗୀୟ ବିଦଗ୍ଧ କବି ଅଭିମନ୍ୟୁ ସାମନ୍ତ ସିଂହାରଙ୍କ ପ୍ରସଙ୍ଗ ଉପସ୍ଥାପନ ନ କଲେ ଓଡ଼ିଆ ସାହିତ୍ୟର ମଧ୍ୟପର୍ବର ଆଲୋଚନା ପୂର୍ଣ୍ଣାଙ୍ଗ ହୋଇପାରିବ ନାହିଁ।କବିଙ୍କର ଜନ୍ମ ଯାଜପୁର ଜିଲ୍ଲା ଅନ୍ତର୍ଗତ ବାଲିଆ ଗ୍ରାମରେ ୧୭୬୦ ମସିହା