Oct
2020
29
ସନ୍ଦେହ ତୁମକୁ
ସନ୍ଦେହ ତୁମକୁ ************************* ସେ ଦିନ ସେଇଠି ତୁମ ସ୍ମୃତି ଖାଲି ମନେପଡେ । ତିନି ଛକିଆରେ କେବଳ ତୁମ ପ୍ରତିକ୍ଷାରେ । ଗାଁ ରେ ମୃଦୁ ଗୁଞ୍ଜରଣ ତୁମେ କୁଆଡେ ଅନ୍ୟ ପାଇଁ ମନ୍ଦିରରେ ପ୍ରଦୀପ ଜାଳୁଛ। ସନ୍ଦେହ ମୋର ତୁମକୁ ଏଣୁ ଜଗି ରହେ ସକାଳ ପାଞ୍ଚଟାରୁ ପାହାନ୍ତିଆ ଚାରିଟା ଯାଏଁ ତୁମ ଚଉହଦ ଚାରିପଟେ