May
2021
6
*ପ୍ରାୟଶ୍ଚିତ– ଲଷ୍ମୀପ୍ରିୟା ମହାନ୍ତି*
ଶୀର୍ଷକ:- ପ୍ରାୟଶ୍ଚିତ ___________________ ଇଛା ହୁଏ ଓହରି ଯିବାକୁ ଜୀବନର ଛକାପଞ୍ଝା ଖେଳରୁ ପୁଣି ଖିନଭିନ୍ ଭାବେ ହତ୍ୟା କରନ୍ତି ସ୍ବପ୍ନ ସବୁକୁ ଚିନ୍ତା ଆଉ ଚେତନା ର ଉର୍ଦ୍ଧ୍ବରେ ବିନା ପ୍ରାୟଶ୍ଚିତ ରେ କିଛି ଗୋଟେ ସ୍ବତନ୍ତ୍ର କରିନିଅନ୍ତି ଆବିଷ୍କାର ଲୁଚେଇବାକୁ ମୋ ଦେହରେ ବାପାଙ୍କ ର ସେ ଝାଳ ର ଦାଗକୁ ବାହାନା ଖୋଜନ୍ତି ପ୍ରାୟଶ୍ଚିତ