May
2023
10
ସୀତା ଠାବ – ରୋହିତ ଜେନା
ସୀତା ଠାବ ଅଞ୍ଜନା ନନ୍ଦନ ହନୁ ଚିନ୍ତା ମଗ୍ନ ହୋଇକି ଶିଂଶପା ବୃକ୍ଷେ ବସିଲେ କପି ରୁପ ଧରିକି ନିରେଖି ନିରେଖି ଦେଖି ଭାବୁଥିଲେ ବସିକି ସନ୍ଦେହ ମୋଚନ ହେବ ପ୍ରତୀକ୍ଷାର ଅନ୍ତେକି | ଏସନେ ତ୍ରିଜଟା ଆସି କହୁଛନ୍ତି ସତୀକି ଅଶୋକ ଉଷା କରିବ ଚାଲ ନିର୍ଝରିଣୀକି ତଟିନୀ ତଟକୁ ଚାଲି ସଖି ହାତ ଧରିକି