“`ଦୁଃଖିନୀ ମାଆ ମୋର“` ଜାଡୁଆ ମାଘରେ ବି ବଡି ଭୋରରୁ ଯାବତୀୟ କାମ ସବୁକୁ ଘଡିର ଟିକ୍ ଟିକ୍ ଶବ୍ଦ ପରି ସବୁ କିଛି ସାରିଦେଉ ଅଲଙ୍ଗନୀୟ ବାସ୍ତବତାକୁ ଲଙ୍ଘି ଅଫିସ୍; ଅଫିସ୍ ରୁ ଘର ରୋଷେଇ; ରୋଷେଇରୁ ବାହର ଏମିତି ପଲକ ମାତ୍ରେ ସବୁକିଛି ଶେଷ! ଲୋକେ କୁହନ୍ତି, କାଳୁ ମା’ ଭଲ ଆଜାଦ୍ ରେ ଚାକିରୀ
Read More
ବାପା ରୁଦ୍ର ନାରାୟଣ ଦାଶ ******************************** ଅନାଇଥିଲି ଝରକାବାଟେ ବାହାରେ ପଡ଼ୁଥିବା ବର୍ଷାର ଅଗଣିତ ବିନ୍ଦୁକୁ ଗଣିବାର ଚ଼େଷ୍ଟାରେ, ତାଙ୍କ ମୁଣ୍ଡରେ ପଡ଼ି ନିଗିଡ଼ି ଯାଉଛନ୍ତି କପାଳ ଦେଇ ଦାଉ ସାଧୁଛନ୍ତି ତାଙ୍କ ଭାଗ୍ଯରେ ଟିକି ଟିକି ଅକ୍ଷର ବିନ୍ଦୁ ଲେଖି ହେଇ ଚ଼ାଲିଯାଉଛନ୍ତି ବିରାଟ ମହାସାଗରର ରଚ଼ନାର୍ଥେ..। ଆକାଶର ବକ୍ଷରେ ଦେଖୁଥିଲି ଚ଼ମକୁଥିଲେ
Read More
ଯୌତୁକ ବନ୍ଦିନୀ ଯଉବନ ନପଶୁଣୁ ବୋଉ କରିଲୁ ତୁ ବିଭା, ବିଭା ଆଗୁ ଛିଣ୍ଡାଇଲୁ ଦେବା ଆଉ ନେବା।୧। ସଜାଡ଼ିଲୁ ଚ଼ାଉଳ ମୁଠିଏ ପୁଣି ଆଉ ଭାର, ଭାର ସଙ୍ଗେ ପଲଙ୍କ, ଘଡ଼ି, ଜୋତା, ସାଇକେଲ।୨। ଆଉ କିସ କିସ ଦେଲୁ ନଜାଣଇ ମୁହିଁ, ହାତକୁ ବାହୁଟି କାନେ ଝୁମୁକା ଲଗାଇ।୩। ପାଉଁଜି ଯେ ରୂପାର ପୁଣି ହାର
Read More