Nov
2020
2
କୃଷ୍ଣଙ୍କୁ ପ୍ରଶ୍ନ
କୃଷ୍ଣଙ୍କୁ ପ୍ରଶ୍ନ ସେ ଅଗ୍ନିରୁ ଜନ୍ମିଲା ତମ ଯୋଜନା ଅନୁସାରେ ତମେ ତାକୁ ଜୀବିତରେ ମାରିଦେଲ… କେଉଁ ସଉକରେ ? ସେ ପାଞ୍ଚ ପତିଙ୍କୁ ବରିଲା ତମ ଇଶାରାରେ ତମେ ତାକୁ ଲାଞ୍ଛିତ କଲ… କଣ ତମ ନିଜ ଇଚ୍ଛାରେ ? ସେ ଅସ୍ତ୍ର ଧରିଥିଲା ତମ ନିର୍ଦ୍ଦେଶ ରେ ତମେ ତାକୁ ନିର୍ବସ୍ତ୍ର କଲ… କାହା ଆଦେଶରେ