Nov
2022
21
ତୁମେ — ରାକେଶ ରତନ
ତୁମେ ପ୍ରଶାନ୍ତ ମାନସୀ ଉଜ୍ଜ୍ବଳ ବଦନୀ ଶୁକ୍ଳ ସୁଦ୍ଧ ପୂତ ବେଶ କୃଷ୍ଣ କେଶ ପୃଷ୍ଠେ ରକ୍ତ ବର୍ଣ୍ଣ ଓଷ୍ଠେ ସଦା ମୁକ୍ତାଝରା ହସ କୋମଳ ଭାଷିନୀ କର୍ମ ବିଳାସିନୀ ଅନିନ୍ଦ୍ୟ ସୁନ୍ଦରୀ ଜଣେ କଲମ ପ୍ରେମୀ ଟା ଦିବ୍ୟ କବିପଣେ ସୁରମ୍ୟ ଶବଦେ ଭଣେ ଅନୁରାଗ ଦାୟୀ ପ୍ରଣୟ ପ୍ରଦାୟୀ କଳ୍ପନା