Nov
2020
5
ଅନୁଭବ-ରଶ୍ମିତା ନାଥ
ଅନୁଭବ ଅନ୍ଧାରର ବାହୁ ଡୋରେ ରାତି ଯେମିତି ନୀରବରେ ହଜିଯାଇଛି,,, ଠିକ ସେମିତି ତୁମ ସ୍ମୃତିର ବିସ୍ତୃତ ଇଲାକା ଗୋପନରେ ଘେରିଯାଇଛି… ଫର୍ଦ୍ଦ ପରେ ଫର୍ଦ୍ଦ ଓଲଟି ଯାଉଛି, କେବେ ପ୍ରେମର ମଳୟ ବହିଯାଉଛି, କେବେ ଅଭିମାନ ବିବ୍ରତ କରୁଛି, କେବେ ସ୍ୱପ୍ନ ରେ ମିଳନ, ପୁଣି ସେ ମଧୁର ଚୁମ୍ବନ… କେମିତି ମୁଁ ମୁକୁଳିବି ??? ନିଦ