May
2023
9
ଜଳ ହିଁ ଜୀବନ – ବୈଜୟନ୍ତୀ ମାଳା ମହାପାତ୍ର
ଜଳ ହିଁ ଜୀବନ ଜଳ ବିନା ହତ ଏ ସାରା ଜଗତ ଜଳ ହିଁ ଜୀବନ ଆମ ସେହି ଜଳ ପାଇଁ ଜୀଵନ ମିଳଇ ଜଳ କେତେ ଯେ ମହିମ….୦ ନର, ପଶୁ, ପକ୍ଷୀ ଜଳ ପାଇଁ ସୁଖୀ କୀଟ, ତରୁଲତା ମାନେ ହୁଅନ୍ତି ଅଲ୍ଲାଦ ଦୂରରେ ପ୍ରମାଦ ଜୀବନ ପାଇ ସେମାନେ ଅପବ୍ୟବହାର