Dec
2020
25
କୃଷକ ଦିବସ —-ବିଶ୍ୱେଶ୍ୱର ମାଝୀ
କୃଷକ ଦିବସ ଚାଷ ଅଛି ଯାହାର କେଡେ ସୁଖ ତାହାର । ଏକଥା ଯେ କହିବ ବୁଦ୍ଧି ନାହିଁ ଜାଣିବ। ଦେଶ କରେ ଉନ୍ନତି ଚାର୍ବାକୀୟ ସଂସ୍କୃତି । ଆମେ ନେଉ ଆଦରି ଜିଇଁବା ଋଣ କରି । କାହାଘରେ ନାହିଁତ ପରିବାର ଆୟତ୍ତ । ଆଧୁନିକ ଚଳନ ପିଲାମାନେ ସ୍ୱାଧୀନ । ଯିଏ ହେଲା ପଛୁଆ ମଫସଲି