Mar
2021
3
*ପ୍ରେମ ତୁ କାହାର ସପ୍ନ — ବାସୁଦେବ ଜଗତ*
ପ୍ରେମ ତୁ କାହାର ସପ୍ନ ଅଢେଇ ଅକ୍ଷର ପ୍ରେମ ଯେ ତୁମର ତୁମେ ସପ୍ନ କାହା ପାଇଁ,,,,, କାହାପାଇଁ ତୁମେ ମଳୟ ପବନ କାହାପାଇଁ ଜ୍ୱଳନ୍ତା ଯୁଇଁ,,,,,।। ପ୍ରେମ କାହାପାଇଁ ବାଲିଘର ତୁମେ ତାହାପାଇଁ ଅଶରା ନଇଁ,,,,, କାହାପାଇଁ ତୁମେ ସଜଫୁଟା ଫୁଲ କାହାପାଇଁ ଲୁହ ର ନଇଁ,,,,।। ପ୍ରେମ ତୁମେ ଅଟ ଇଶ୍ୱରଙ୍କ ଦାନ ଏ ମାନବ