February 01, 2023
11 11 11 AM
ତୁ –  ମନୋଜ କୁମାର ଦାସ
ହେ ଲାବଣ୍ୟବତୀ ପରୀ – ପ୍ରସନ୍ନ କୁମାର ମେହେର
ସ୍ବାର୍ଥୀମଣିଷ – ସରୋଜ କୁମାର ସାହୁ
ଅମଳିନ ପଦଚିହ୍ନ – ନୀହାରିକା ପଣ୍ଡା 
ଭାବର୍ ଡୋର୍ – ଅଭୟ ସରାପ୍
ଯେସାକୁ ତେସା – ଭାସ୍କର ରାଉତ
ନଟବର କ’ଣ ଖବର – ଜୁମର ନାଥ ପାତ୍ର
ବାହା ଘର ନୁଆଁ ନୁଆଁ – ଜୟ କୁମାର ମିଶ୍ର
ଅଳସ ଆଖିରେ ଭିଜା ସପନ – ଶ୍ରୀ ଭରତବନ୍ଧୁ ବିଶ୍ୱାଳ 
ଶିଶିର ବିନ୍ଦୁ – ଡଃ ପ୍ରିୟମ୍ବଦା ସାମଲ
ସପ୍ତସ୍ୱରରେ ଜୀବନ-ଲକ୍ଷ୍ମୀପ୍ରିୟା ସେଠୀ
ହୃଦୟର ଗୀତି-ଜୟଶ୍ରୀ ଖଟୁଆ
ସାଧାରଣତନ୍ତ୍ର ଦିବସ-ସୁଶ୍ରୀ ଶୁଭସ୍ମିତା ମହାନ୍ତି
ସରସ୍ୱତୀ ଜଣାଣ-ଭୃଗୁଶାସ୍ତ୍ର ବିଶାରଦ ପଣ୍ଡିତ ସୁଧାଂଶୁ କୁମାର ତ୍ରିପାଠୀ (ଶର୍ମା)
ବାକ୍ୟ ଦେବୀ ସରସ୍ଵତୀ-ଉର୍ମିଳା ଗଉଡ଼
ଭିନ୍ନ ପରିଭାଷା-ଜୀବନ ପ୍ରଦୀପ ପ୍ରଧାନ
ଦରଦି_ଦରଦ – ସୁମିତ୍ରା ନାୟକ 
ସ୍ମୃତି – ସୁମିତ୍ରା ନାୟକ 
ଭାବନାର ଭଗ୍ନ କାନ୍ଥ – ସୁମିତ୍ରା ନାୟକ 
କୁହୁକ କୁହାଟ  – ସୁମିତ୍ରା ନାୟକ 
Latest Post
ତୁ –  ମନୋଜ କୁମାର ଦାସ ହେ ଲାବଣ୍ୟବତୀ ପରୀ – ପ୍ରସନ୍ନ କୁମାର ମେହେର ସ୍ବାର୍ଥୀମଣିଷ – ସରୋଜ କୁମାର ସାହୁ ଅମଳିନ ପଦଚିହ୍ନ – ନୀହାରିକା ପଣ୍ଡା  ଭାବର୍ ଡୋର୍ – ଅଭୟ ସରାପ୍ ଯେସାକୁ ତେସା – ଭାସ୍କର ରାଉତ ନଟବର କ’ଣ ଖବର – ଜୁମର ନାଥ ପାତ୍ର ବାହା ଘର ନୁଆଁ ନୁଆଁ – ଜୟ କୁମାର ମିଶ୍ର ଅଳସ ଆଖିରେ ଭିଜା ସପନ – ଶ୍ରୀ ଭରତବନ୍ଧୁ ବିଶ୍ୱାଳ  ଶିଶିର ବିନ୍ଦୁ – ଡଃ ପ୍ରିୟମ୍ବଦା ସାମଲ ସପ୍ତସ୍ୱରରେ ଜୀବନ-ଲକ୍ଷ୍ମୀପ୍ରିୟା ସେଠୀ ହୃଦୟର ଗୀତି-ଜୟଶ୍ରୀ ଖଟୁଆ ସାଧାରଣତନ୍ତ୍ର ଦିବସ-ସୁଶ୍ରୀ ଶୁଭସ୍ମିତା ମହାନ୍ତି ସରସ୍ୱତୀ ଜଣାଣ-ଭୃଗୁଶାସ୍ତ୍ର ବିଶାରଦ ପଣ୍ଡିତ ସୁଧାଂଶୁ କୁମାର ତ୍ରିପାଠୀ (ଶର୍ମା) ବାକ୍ୟ ଦେବୀ ସରସ୍ଵତୀ-ଉର୍ମିଳା ଗଉଡ଼ ଭିନ୍ନ ପରିଭାଷା-ଜୀବନ ପ୍ରଦୀପ ପ୍ରଧାନ ଦରଦି_ଦରଦ – ସୁମିତ୍ରା ନାୟକ  ସ୍ମୃତି – ସୁମିତ୍ରା ନାୟକ  ଭାବନାର ଭଗ୍ନ କାନ୍ଥ – ସୁମିତ୍ରା ନାୟକ  କୁହୁକ କୁହାଟ  – ସୁମିତ୍ରା ନାୟକ 

*ପ୍ରେମ ତୁ କାହାର ସପ୍ନ — ବାସୁଦେବ ଜଗତ*

ପ୍ରେମ ତୁ କାହାର ସପ୍ନ

ଅଢେଇ ଅକ୍ଷର
ପ୍ରେମ ଯେ ତୁମର
ତୁମେ ସପ୍ନ କାହା ପାଇଁ,,,,,
କାହାପାଇଁ ତୁମେ
ମଳୟ ପବନ
କାହାପାଇଁ ଜ୍ୱଳନ୍ତା ଯୁଇଁ,,,,,।।
ପ୍ରେମ କାହାପାଇଁ
ବାଲିଘର ତୁମେ
ତାହାପାଇଁ ଅଶରା ନଇଁ,,,,,
କାହାପାଇଁ ତୁମେ
ସଜଫୁଟା ଫୁଲ
କାହାପାଇଁ ଲୁହ ର ନଇଁ,,,,।।
ପ୍ରେମ ତୁମେ ଅଟ
ଇଶ୍ୱରଙ୍କ ଦାନ
ଏ ମାନବ ଜାତି ପାଇଁ,,,,,,
ପ୍ରେମ ତୁମେ ଅଟ
ଚିରନ୍ତନ ସତ୍ଯ
ଯୁଗ ଯୁଗର ପାଇଁ,,,,,।।
ପ୍ରେମ ତୁମେ ପୁଜା
ତୁମେ ହିଁ ମନ୍ଦିର
ସାକ୍ଷୀ ଏଇ ଇତିହାସ,,,,
ତୁମେ ତ ଅମର
ଏଇ ସଂସାର ରେ
ତୁମର ପତନ ନାହିଁ,,,,।।
କାହା ପାଇଁ ତୁମେ
ସପ୍ନ ଟିଏ ସିନା
କାହାପାଇଁ ଜହ୍ନ ରାତି,,,,
ପୁଣି କାହାପାଇଁ
ଅଫେରା ଫଗୁଣ
କାହାପାଇଁ ତୁମେ ସ୍ରୁତି,,,,।।
ପ୍ରେମ କାହା ପାଇଁ
ପ୍ରତାରଣା ତୁମେ
କା ପାଇଁ ସୁନେଲି ସପନ,,
ପୁଣି କାହା ପାଇଁ
ମଧୁଭରା ରାତି
କାହା ପାଇଁ ତୁମେ ଶ୍ରାବଣ,,, ।।
**********************
ବାସୁଦେବ ଜଗତ
ଚନ୍ଦାହାଣ୍ଡି /ନବରଙ୍ଗପୁର

 755 total views,  1 views today

21 thoughts on “*ପ୍ରେମ ତୁ କାହାର ସପ୍ନ — ବାସୁଦେବ ଜଗତ*

  1. whoah this blog is wonderful i love reading your posts. Keep up the good work! You know, lots of people are hunting around for this information, you could help them greatly.

  2. F*ckin¦ remarkable issues here. I¦m very happy to look your article. Thanks a lot and i’m looking ahead to contact you. Will you please drop me a e-mail?

  3. Bandar Poker Resmi says:Thank you for the auspicious writeup. It in fact was a amusement account it. Look advanced to far added agreeable from you! By the way, how can we communicate?Reply 03/14/2020 at 4:48 am

  4. We stumbled over here coming from a different web
    address and thought I
    might as well check things out.
    I like what I see so now i am following
    you. Look forward to checking out your web page for a second time.

Leave a Reply

Your email address will not be published. Required fields are marked *