May
2023
9
ଅହଙ୍କାର – ପ୍ରେମ କବି ଜଗବନ୍ଧୁ ସାହୁ
ଅହଙ୍କାର ସବୁଠାରୁ ନିଚ୍ଚ ଭାବନା ଯେ ଅଟେ ମଣିଷର ଅହଙ୍କାର ବସା ବାନ୍ଧେ ଯଦି ଜୀବନରେ ଆସି କରେ ସବୁ ଛାରଖାର ଅହଙ୍କାର ଟିକୁ ନାଶିବାକୁ ହେଲେ ଆବଶ୍ଯକ ଯେ ସଂସ୍କାର ଦୟା ଧର୍ମ କ୍ଷମା ହୃଦେ ଭରା ସଦା ସଂସ୍କାର ଯେ ମଣିଷର ମାନ,ଅଭିମାନ, ହିଂସା-ଦ୍ବେଷ, କାମ, ଲୋଭ, ଅଟେ ଅହଙ୍କାର ହୃଦୟେ