Feb
2021
11
ସୂର୍ଯ୍ୟୋଦୟ ନବ ସମ୍ଭାବନା ରେ ଏଥର ଭେଟନ୍ତୁ ଆମ ସମସ୍ତଙ୍କ ପରିଚିତ କେନ୍ଦୁଝର ଜିଲ୍ଲାର ଯୁବା କବୀ ସୁଶ୍ରୀ ପ୍ରୀତିସୀମା ସ୍ବାଇଁ ମହୋଦୟା ଙ୍କୁ
ନାମ- ପ୍ରୀତିସୀମା ସ୍ଵାଇଁ ମାତାଙ୍କ ନାମ-:ସୁଷମା ସ୍ଵାଇଁ ପିତାଙ୍କ ନାମ-: ଶିଶିର କୁମାର ସ୍ବାଇଁ ଜନ୍ମମାଟି/ଠିକଣା-: କେନ୍ଦୁଝର ଜିଲ୍ଲାର ଘଷିପୁରା ବ୍ଲକ୍ ଅନ୍ତର୍ଗତ ବେଲସୁନ୍ଦରୀ ଗ୍ରାମରେ ମୋର ଜନ୍ମ । ଜନ୍ମ ତାରିଖ _ ୩୦/୦୬/୧୯୯୨( certificate) ଶିକ୍ଷା ଗତ ଯୋଗ୍ୟତା_ Ph.D in odia ( continuing) ୦୧- ଆପଣଙ୍କ ମତରେ ସାହିତ୍ୟର ସଂଜ୍ଞା ? ଉତ୍ତର:-ସାହିତ୍ୟର