Sep
2021
30
*ଶରତ ଆସିଛି–ପ୍ରିୟଦର୍ଶିନୀ ମହାପାତ୍ର*
ଶରତ ଆସିଛି ~~~~~◆~~~~~ ଶୁଭ୍ର କାଶତଣ୍ଡିର ସମ୍ଭାରରେ ଦେଖ ଶରତ ଆସିଛି କାଚକେନ୍ଦୁ ପାଣିରେ ନୀଳକଇଁ ଫୁଟି କିପରି ହସୁଛି । ଅମ୍ବର କୋଳରେ ରୂପାଜହ୍ନ ବୁନ୍ଦା ବୁନ୍ଦା ଶିଶିର ତୋପାରେ ପଠାଉଛି କୈରବ ପାଖକୁ ପ୍ରୀତି ଉପହାର, କମଳ ପାନ କରୁଛି କି ଆନନ୍ଦେ ଅମୃତୋପମ ସପ୍ତରଙ୍ଗୀ କିରଣ ଯାହା ସିଞ୍ଚନ କରନ୍ତି ଦିବାକର । ଶିଆଳି