Nov
2020
8
ମନ୍ ରାଏଜର୍ ମଉନା ବତୀ/ପ୍ରଶାନ୍ତ ନାଗ
ମନ୍ ରାଏଜର୍ ମଉନା ବତି ********************* ସଁସେ ଆଦର୍ ଭାବ୍ ପିର୍’ତି ଗୁଟ୍ ଗୁଟ୍ କରିଁ ଅଛେ ଭରି, ତାର୍ ବିନେ ମୋର୍ ଜୀବନ୍ ଅଧୁରା ମୁଇଁ ହେଲେଁ ଶୁଆ ସେ ଶାରି ।୧। ଡହକ୍ ବିକଲ୍ ଲାଗ୍’ସି ମନ୍ ହେସିଁ ତାର୍ ବିନେ ଗୁଲିଘାଁଟି, ମନ୍ ରାଏଜେଁ ମୋର୍ ଘର୍ କରି ଦୁଖ୍ ଦରଦ୍ ଯେତେ ନେସି