May
2023
9
ଜଳ – ନିଳାଦ୍ରି ବିହାରୀ ମହାପାତ୍ର
ଜଳ ଜଳ ନୀର ବାରି ଜୀବନ ସବୁ ଗୋଟିଏ ସତ ଦୁଇଟି ଗ୍ୟାସୀୟ କଣିକା ମିଶି ହୁଅଇ ଯାତ ପୁଣି ଦୁଇଭାଗ ଉଦ୍ଜାନ ଭାଗେ ଅମଳଜାନ ଏକତ୍ର ହୁଅନ୍ତି ଧରାରେ ଅନ୍ୟ ନାମ ଜୀବନ ଯାବତ ଦରବ ମହୀରେ ଦେଇଅଛି ଦଇବ ଅତି ଅନୁପମ ଗୁଣ ତା ଅବା କିଏ କହିବ ସରିତ