May
2022
29
ଅଧୁରା କାହାଣୀ। — ନିର୍ମଳ ନାୟକ
ଅଧୁରା କାହାଣୀ (ଅଣୁ ଗଳ୍ପ ) ଏମିତି ଅନେକ କଥା ଅଛି ଯେ କହି ହୁଏନା, ସବୁ କହିବାପାଇଁ ହୁଏତ ଗୋଟିଏ ଜନ୍ମ ଅପର୍ଯ୍ୟାପ୍ତ !! ମନ ରେ ଅକୁହା କଥା ରଖି ବିଦାୟ ନେଇଥିବା ଏକ ଆତ୍ମା ର ଅର୍ଦ୍ଧ ବ୍ୟକ୍ତ କାହାଣୀ କଥା ହେଲେବି ଗପ ଟି ସତ !! ମାୟା ମୋହ