May
2023
30
ଅପରାହ୍ନ – ନଳିନୀ ପ୍ରଭା ମିଶ୍ର
ଅପରା଼ହ୍ନ ଅପରାହ୍ନ ତୁମେ ଦିବସ କାର୍ଯ୍ୟର ବେଳ ଲେଉଟାଣି ଦୃଶ୍ୟ ଅପରାହ୍ନ ତୁମେ ଯୌବନ ପର ଶିଥିଳ ଅବସ୍ଥା ବେଶ। ଅପରାହ୍ନ ତୁମେ ବିଷର୍ଣ୍ଣ ବିଷାଦ କର୍ମରେ ଅନାସକ୍ତ ତୁମେ ଅପରାହ୍ନ ଜୀବନ ଦର୍ଶନ ନିରୁତା ଗୂଢ ତତ୍ତ୍ବ। ଅପରାହ୍ନ ତୁମେ ଜାଗତିକ ସତ୍ୟ ମ ଉଳା ଖରାର ଛାଇ ଉଦ୍ଦୀପନା ହୀନ ଯୌବନ ପରେ ଥୁଣ୍ଟା